More Sports

ଚେସ୍ ଚାମ୍ପିଅନସିପରେ ସାଇନାଙ୍କୁ ରୌପ୍ୟ

(ଓଡ଼ିଶା ସ୍ପୋର୍ଟ):ଜାତୀୟ ଚେସ୍ ଚମ୍ପିଅନସିପ୍ରେ ରୌପ୍ୟ ପଦକ ବିଜେତା ସାଇନା ସାଲୋନିକା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ କ୍ରୀଡ଼ାପ୍ରେମୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆଗକୁ ଚେସ୍ ଖେଳରେ କିଭଳି ଅଧିକ ଭଲ କରିବେ ସେନେଇ ଧ୍ୟାନ ଦେବେ । କୋଚିରେ ଆୟୋଜିତ ୧୭ ବର୍ଷରୁ କମ ଜାତୀୟ ଚେସ୍ ଚାମ୍ପିଅନସିପ୍ରେ ସାଇନାଙ୍କୁ ରୌପ୍ୟ ପଦକ ମିଳିଥିଲା । ଏଥିସହ ରୋମାନିଆରେ ହେବାକୁ ଥିବା ବିଶ୍ୱ ଯୁବ ଚାମ୍ପିଅନସିପ୍ ପାଇଁ ସାଇନା ମନୋନୀତ ହୋଇଛନ୍ତି ।ଆଗକୁ ଆହୁରୀ ଭଲ ଖେଳି ରାଜ୍ୟ ପାଇଁ ଗର୍ବ ଆଣିବେ ବୋଲି କହିଛନ୍ତି ।

Related posts

 ଭାରୋତ୍ତଳନବିଶ୍ୱ ଚମ୍ପିଆନସିପ୍ ରେ ଭାରତୀୟ ଟିମର ପ୍ରତିନିଧିତ୍ୱ କରିବେ ମୀରାବାଇ

Odisha Sports Bureau

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

Odisha Sports Bureau

ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ ପ୍ରି-କ୍ୱାର୍ଟରଫାଇନାଲରେ କବିନ୍ଦର ସିଂହ

Odisha Sports Bureau