Cricket

ଧୋନୀଙ୍କ ୧୦ହଜାର ଫୁଟ ଉଚ୍ଚତାର ପୋଷ୍ଟର

(ଓଡ଼ିଶା ସ୍ପୋର୍ଟ): ଦୀର୍ଘ ୫ ମାସ ହେବ ଭାରତୀୟ କ୍ରିକେଟ ଦଳରୁ ଦୂରେଇ ରହିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । କିନ୍ତୁ ଭାରତ ଖେଳୁଥିବା ପ୍ରତ୍ୟେକ ମ୍ୟାଚ୍ରେ ପ୍ରଶଂସକ ତାଙ୍କୁ ମିସ୍ କରୁଥିବାର ଦେଖାଯାଇଛି। ଷ୍ଟାଡିୟମରେ ଅନେକ ଦର୍ଶକ ପ୍ଲା-କାର୍ଡରେ ଧୋନୀ ମିସ୍ ୟୁ ଲେଖିଥିବା ମଧ୍ୟ ଦେଖାଯାଏ। ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଥିରୁଭାନନ୍ତପୁରମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଧୋନୀଙ୍କ ପ୍ରାୟ ୧୦ ହଜାର ପ୍ରଶଂସକ ମିଶି ୧୦ ହଜାର ଫୁଟ ଉଚ୍ଚତାର ତାଙ୍କର ଏକ ପୋଷ୍ଟର ଲଗାଇଥିଲେ। ଏହାସହ ପୋଷ୍ଟର ତଳେ ଧୋନୀ ଧୋନୀ ନାରା ଦେଇଥିଲେ।

Related posts

ଶ୍ରୀଲଙ୍କାଠାରୁ ଟି-୨୦ରେ ପାକର ପରାଜୟକୁ ହଜମ କରିପାରୁନାହାନ୍ତି କୋଚ ମିସ୍ୱାହ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ହରାଇଲା ଭାରତ, ସିରିଜ ଡ୍ର

Odisha Sports Bureau

ଦୀନେଶ କାର୍ତ୍ତିକଙ୍କୁ ନୂଆ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କଲା ଆରସିବି