Tennis

ପେନ ପେସିଫିକ୍ ଓପନ: କ୍ୱାଟର ଫାଇନାଲରେ ପ୍ରବେଶ କଲେ ନାଓମୀ ଓସାକା

(ଓଡିଶା ସ୍ପୋର୍ଟସ): ବିଶ୍ୱର ନମ୍ବର୧. ଟେନିସ୍ ଖେଳାଳୀ ନାଓମୀ ଓସାକା ବୁଲଗେରିଆର ଭିକ୍ଟୋରିଆ ଟୋମୋଭାଙ୍କୁ ପଛରେ ପକାଇ ପେନ୍ ପେସିଫିକ୍ ଓପନର କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି । ବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ୍ ୟୁଏଏସ୍ ଓପନ୍ ର ଶେଷ-୧୬ରେ ପରାଜୟ ହୋଇଥିବା ଓସାକା ବିଶ୍ୱର ୧୮୧ତମ ସ୍ଥାନରେ ଥିବା ଖେଳାଳୀ ଟୋମୋଭାଙ୍କୁ ୭-୫, ୬-୩ ସେଟରେ ପରାସ୍ତ କରିଛନ୍ତି । ଆମେରିକାର ମେଡିସନ କିଜ୍ କଜାକସ୍ଥାନର ଜରିନା ଦିୟାସଙ୍କୁ ୫-୭, ୬-୦, ୬-୪ ସେଟରେ ପରାସ୍ତ କରିଛନ୍ତି ।

Related posts

ୟୁଏସ୍ ଓପନ୍: ନୋଭାକ ଜୋକୋଭିକ୍ କ୍ରୋଧିତ ହୋଇ ଲାଇନ୍ ଜଜଙ୍କୁ ମାରିଲେ ବଲ୍

Odisha Sports Bureau

ପାକିସ୍ତାନକୁ ୪-୦ରେ ପରାସ୍ତ କରି ଡେଭିସ୍ କପ୍ ଜିତିଲା ଭାରତ

Odisha Sports Bureau

ଅଷ୍ଟ୍ରେଲିୟାର ବାର୍ଡି ହାସଲକଲେ ଡବ୍ଲୁୟଟିଏ ଫାଇନାଲ୍ସ ମାନ୍ୟତା

Odisha Sports Bureau