(ଓଡିଶା ସ୍ପୋର୍ଟସ): ମିଆଁମାର ଇଣ୍ଟରନ୍ୟାସନାଲ୍ ସିରିଜର ଟାଇଟଲ୍ ଜିତିଥିବା ଷ୍ଟାର କୌଶଲ ଧର୍ମାମେର କହିଛନ୍ତି, ମୋ ପାଇଁ ଏହି ବିଜୟ ମହତ୍ତ୍ୱପୂର୍ଣ୍ଣ ଥିଲା । ଏହାଦ୍ୱାରା ମୋତେ ଇଣ୍ଟରନ୍ୟାସନାଲରେ ଭଲ ପ୍ରଦର୍ଶନ କରିବାର ଆତ୍ମବିଶ୍ୱାସ ମିଳିବ । କିଛିବର୍ଷ ହେଲା ଆଘାତ ଲାଗିଥିବା କାରଣରୁ ମୁଁ ଚାପରେ ଥିଲି, ଏ ସମୟରେ ଏହା ଆହୁରି ଖାସ୍ ହୋଇଯାଏ । ପୂର୍ବ ସପ୍ତ।।ହ ମୋ ପାଇଁ ଭଲ ରହିଥିଲା, ପ୍ରାୟ ଦୁଇବର୍ଷ ହେବ ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ଚାପରେ ରହୁଥିବା କୌଶଲଙ୍କ କ୍ୟାରିଅର ଆଗକୁ ବଢି ପାରି ନଥିଲା ।
previous post
next post