More Sports

ମିଆଁମାରରେ ମିଳିଥିବା ଟାଇଟଲ୍ ବିଜୟ ପାଇଁ ବଢାଇବ ମନୋବଲ: କୌଶଲ

(ଓଡିଶା ସ୍ପୋର୍ଟସ): ମିଆଁମାର ଇଣ୍ଟରନ୍ୟାସନାଲ୍ ସିରିଜର ଟାଇଟଲ୍ ଜିତିଥିବା ଷ୍ଟାର କୌଶଲ ଧର୍ମାମେର କହିଛନ୍ତି, ମୋ ପାଇଁ ଏହି ବିଜୟ ମହତ୍ତ୍ୱପୂର୍ଣ୍ଣ ଥିଲା । ଏହାଦ୍ୱାରା ମୋତେ ଇଣ୍ଟରନ୍ୟାସନାଲରେ ଭଲ ପ୍ରଦର୍ଶନ କରିବାର ଆତ୍ମବିଶ୍ୱାସ ମିଳିବ । କିଛିବର୍ଷ ହେଲା ଆଘାତ ଲାଗିଥିବା କାରଣରୁ ମୁଁ ଚାପରେ ଥିଲି, ଏ ସମୟରେ ଏହା ଆହୁରି ଖାସ୍ ହୋଇଯାଏ । ପୂର୍ବ ସପ୍ତ।।ହ ମୋ ପାଇଁ ଭଲ ରହିଥିଲା, ପ୍ରାୟ ଦୁଇବର୍ଷ ହେବ ଆଣ୍ଠୁରେ ଆଘାତ ଲାଗିଥିବା କାରଣରୁ ଚାପରେ ରହୁଥିବା କୌଶଲଙ୍କ କ୍ୟାରିଅର ଆଗକୁ ବଢି ପାରି ନଥିଲା ।

Related posts

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau

କ୍ରୀଡାବିତଙ୍କ ପାଇଁ ଭତ୍ତା ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ରାନୀ ରାମପାଲଙ୍କୁ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍’ ପୁରସ୍କାର

Odisha Sports Bureau