Tennis

ମିଆମି ଓପନ: ଫେଡରର ସେମିଫାଇନାଲରେ ମାରିଲେ ବାଜି

(ଓଡିଶା ସ୍ପୋର୍ଟ): ଟେନିସ୍ ତାରକା ରୋଜର ଫେଡରର ନିଜର ଚତୁର୍ଥ ଏଟିପି ଟ୍ରଫି ଠାରୁ ଆଉମାତ୍ର ଗୋଟିଏ ପାଦ ଦୁରରେ ରହିଛନ୍ତି । ଫେଡରର ଶନିବାର ଦିନ ମିଆମି ଓପନ ୨୦୧୯ର ସେମିଫାଇନାଲରେ ୧୯ ବର୍ଷିୟ ସାପୋଭାଲୋଭଙ୍କୁ ୬-୨,  ୬-୪ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ଦିନ ହେବାକୁ ଥିବା ପାଇନାଲରେ ତାଙ୍କର ସାମ୍ନା ଜନ୍ ଇସ୍ନରଙ୍କ ସହିତ ହେବ ।

ଫେଡରର ଶୁକ୍ରବାର ଦିନ କ୍ୱାଟର ଫାଇନାଲରେ ଦକ୍ଷିଣ ଆଫ୍ରିକାର କେବିନ ଏଣ୍ଡରସନ୍ଙ୍କୁ ୬-୦, ୬-୪ରେ ପରାସ୍ତ କରି ସେମି ଫାଇନାଲରେ ନିଜର ଜାଗା ସୁରକ୍ଷିତ କରିଥିଲେ । ସେପଟେ, ବୁଧବାର ଦିନ ରଶିଆର ଡେନିଲ ମେଦଭେଦବଙ୍କୁ ୬୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ୬-୪, ୬-୨ ସେଟରେ ପରାସ୍ତ କରି କ୍ୱାଟର ଫାବନାଲରେ ପ୍ରବେଶ କରିଥିଲେ । ଯେତେବେଳେ କି କ୍ରାଞ୍ଜିନୋଭିକ୍ଙ୍କୁ ହରାଇ ରାଉଣ୍ଡର ଅଫ୍ ୧୬ ସେ ପ୍ରବେଶ କରିଥିଲେ ।

Related posts

‘ଉତ୍କଳ ଓପନ ଟେନିସ୍’ ଟୁର୍ଣ୍ଣାମେଣ୍ଟ: ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍

Odisha Sports Bureau

ଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍

Odisha Sports Bureau

ସରିଲା ସାନିଆ ମିର୍ଜାଙ୍କ ଟେନିସ କ୍ୟାରିୟର

Odisha Sports Bureau