Shooting

ରୁଓଝୁ ଝାଓ ଙ୍କୁ ପଛରେ ପକାଇ ଶ୍ରୀୟା ଙ୍କବିଶ୍ୱ ରେକର୍ଡ

(ଓଡ଼ିଶାସ୍ପୋର୍ଟ):ଭାରତୀୟ ସୁଟର ଶ୍ରୀୟା ଅଗ୍ରୱାଲ କରିଛନ୍ତି ବିଶ୍ୱ ରେକର୍ଡ। ୧୮ ବର୍ଷର ଶ୍ରୀୟା ଫାଇନାଲରେ ୨୫୨.୫ ସ୍କୋର କରି ଏହ ିକୃତୀତ୍ୱ ହାସଲ କରିଛନ୍ତିା ଶ୍ରୀୟା ଏସିୟାର୍ଡ ଏୟାର ଗନ ଚାମ୍ପିୟନ ସିପ୍ ରେ ଜୁନିୟର ବିଭାଗରେ ରେକର୍ଡ କରିଛନ୍ତି।
୧୦ ମିଟର ଏୟାର ରାଇଫଲ ଜୁନିୟର ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଶ୍ରୀୟା। ଏହି ବିଶ୍ୱ ରେକର୍ଡ ପୂର୍ବରୁ ଚୀନର ରୁଓଝୁ ଝାଓଙ୍କ ନାମ ରେ ଥିଲା। ସେ ପୂର୍ବ ବର୍ଷ କୋରିଆ ରେ ବିଶ୍ୱ ଚାମ୍ପିୟନ ସିପ୍ରେ ୨୫୨.୪ ସ୍କୋର କରି ବିଶ୍ୱ ରେକର୍ଡ କରିଥିଲେ।ଏହି ରେକର୍ଡ ଭାଙ୍ଗିବା ସହିତ ନୂଆ ବିଶ୍ୱ ରେକର୍ଡ ସ୍ଥାପନା କରିଛନ୍ତି ଶ୍ରୀୟା ଅଗ୍ରୱାଲ। ଭାରତ ମେହୁଲି ଘୋଷ୍ମଧ୍ୟ ଏହି ବର୍ଗରେ କାଂସ୍ୟ ପଦକ ହାସଲ କ ରିଛନ୍ତି।ସେ ୨୨୮.୩ ସ୍କୋର କରିଥିଲେ।

Related posts

ଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମ

Odisha Sports Bureau

ଜର୍ମାନୀରେ ସ୍ବର୍ଣ୍ଣ ପଦକ ଜିତିଲେ ଶ୍ରୀୟଙ୍କା

Odisha Sports Bureau

ଇତିହାସ ସୃଷ୍ଟି କଲେ ସୌରଭ

Odisha Sports Bureau