More Sports

ୟୁଏସ ଓପନ କ୍ୱାର୍ଟର ଫାଇନାଲରେ ନାଡ଼ାଲ

(ଓଡିଶାସ୍ପୋର୍ଟସ ): ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ୟୁଏସ୍ ଓପନର କ୍ୱାର୍ଟରଫାଇନାଲରେ ସ୍ପେନୀୟ ତାରକା ରାଫେଲ୍ ନାଡାଲ ପ୍ରବେଶ କରିଛନ୍ତି।
ବିଶ୍ୱର ଦୁଇ ନମ୍ବର ଖେଳାଳି ନାଡାଲ୍ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ କ୍ରୋଏସିଆର ମାରିନ୍ ସିଲିକଙ୍କୁ ୬-୩, ୩-୬, ୬-୧, ୬-୨ ସେଟରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟରଫାଇନାଲରେ ନାଡାଲଙ୍କ ସାମ୍ନା ଆର୍ଜେଣ୍ଟିନାର ଡିଏଗୋ ଶ୍ୱାର୍ଜମ୍ୟାନଙ୍କ ସହ ହେବ, ଯିଏ ଜର୍ମାନୀର ଆଲେଜାଣ୍ଡାର ଭେରେଭଙ୍କୁ ୩-୬, ୬-୨, ୬-୪, ୬-୩ ସେଟରେ ପରାସ୍ତ କରିଥିଲେ।

Related posts

ଡାକର ରେଲିରେ ଆଉ ଏକ ଦୁର୍ଘଟଣା, ଫ୍ରାନ୍ସ ରେସଲରଙ୍କ ମୃତ୍ୟୁ

Odisha Sports Bureau

ବକ୍ସର ଅମିତ ପୋଙ୍ଗଲ ଖେଲ ରତ୍ନା ପାଇଁ ମନୋନୀତ

ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବଜରଙ୍ଗ ପୁନିଆ

Odisha Sports Bureau