Hockey

ହକିବିଶ୍ୱ କପ୍ ପାଇଁ ବଢୁଛି କ୍ରେଜ୍ । ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ।

(ବିଶ୍ୱଜିତ୍ ଦାସ):ହକିବିଶ୍ୱ କପ୍ ପାଇଁ ଭୁବନେଶ୍ୱରରେ ପହଂଞ୍ଚିଛନ୍ତି ବିଦେଶୀ ଖେଳାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳିଙ୍କୁ ଶୁଭେଛା ଜଣାଇନ୍ତି । ସେମାନଙ୍କୁ ଦେଖିବାପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ରାତିପ୍ରାୟ ୨ଟା ବେଳେ ପହଂଞ୍ôଚଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ । ଖେଳାଳିମାନେ ରହିବା ପାଇଁ ଭୁବନେଶ୍ୱରରେ ପ୍ରାୟ ୭ ଟି ହୋଟେଲର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟଞନପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି । ପୂର୍ବରୁ ଚୀନ୍, ଆର୍ଜେଣ୍ଟନା,ଦକ୍ଷିଣଆଫ୍ରିକା, ସ୍ପେନ ଦଳ ପହଂଚିଥିଲେ ।

Related posts

ଭୂବନେଶ୍ୱରରେ ନମାଜ ପାଠ କଲେ ପାକିସ୍ତାନ ଟିମ୍

Odisha Sports Bureau

ହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍‌ବଲ ଟାଲେଣ୍ଟ ଏକାଡେମୀ

Odisha Sports Bureau

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

Odisha Sports Bureau