Tennis

ମିଆମି ଓପନ୍ ର ଚତୁର୍ଥ ରାଉଣ୍ଡରେ ଫେଡରର

(ଓଡିଶା ସ୍ପୋର୍ଟ): ତିନି ତିନି ଥର ଚମ୍ପିଆନ୍ ହୋଇଥିବା ରୋଜର ଫେଡରର ମିୟାମି ଓପନ୍ ୨୦୧୯ର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିସାରିଛନ୍ତି । ଫେଡରର ବିଶ୍ୱର ୧୦୩ ଡିଫେଟେଡ୍ ଚମ୍ପିଆନ୍ ଫିଲିପ୍ କ୍ରାଞୋଭିକ୍ ଙ୍କୁ ହରାଇ ଏହି ବିଜୟ ହାସଲ କରିଛନ୍ତି । କ୍ରାଞୋଭିକ୍ଙ୍କୁ ଫେଡରର ୭-୫, ୬-୩ ସେଟରେ ସିଧାସଳଖ ପରାସ୍ତ କରିଛନ୍ତି ।

୨୦ ଥର ଗ୍ରାଣ୍ଡ୍୍ସ୍ଲାମ୍ ଚମ୍ପିଆନ୍ ହୋଇଥିବା ରୋଜର ଫେଡରର ଚଳିତ ବର୍ଷରେ ଏବେସୁଦ୍ଧା କେବଳ ଦୁଇଗୋଟି ମ୍ୟାଚ୍ ହରାଇଛନ୍ତି, ଯେତେବେଳେ କି ୧୪ଟି ମ୍ୟାଚ୍ରେ ସେ ବିଜୟ ହାସଲ କରିଛନ୍ତି ।

Related posts

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau

ଆଠ ବର୍ଷ ପରେ ଗ୍ରାଣ୍ଡସ୍ଲାମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କ୍ଲିଜଷ୍ଟର୍ସ

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau