Tennis

ଏଟିପି ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ସୁମିତ

(ଓଡିଶାସ୍ପୋର୍ଟସ ):  ଭାରତୀୟ ଟେନିସ୍ ତାରକା ସୁମିତ୍ ନାଗଲ ବାଜ୍ନା ଲୁକାରେ ହେଉଥିବା ଏଟିପି ଚ୍ୟାଲେଞ୍ଜର ଟେନିସ ଟୁର୍ଣ୍ଣମେଣ୍ଟର କ୍ୱାଟରଫାଇନାଲରେ ପହଞ୍ଚି ଯାଇଛନ୍ତି । ସୁମିତ୍ କ୍ରୋଏସିଆର ମାତିଜା ପେକୋନିଜ୍ ଙ୍କୁ ୬-୧, ୬-୧ ସେଟରେ ସଧାସଳଖ ପରାସ୍ତ କରିଛନ୍ତି । ସେ ଏହା ପୁର୍ବରୁ ରୁଷର ଇୱାନ ନେଦେଲ୍କୋଙ୍କୁ ୬-୩, ୭-୬(୩)ସେଟରେ ପରାସ୍ତ କରିଛନ୍ତି । ସୁମିତଙ୍କ ପରବର୍ତ୍ତି ମୁକାବିଲା ଚତୁର୍ଥ ସ୍ଥାନରେ ଥିବା ଆର୍ଜେଣ୍ଟିନାର ଫେଦେରିକୋ କୋରିୟାଙ୍କ ସହିତ ହେବ ।

Related posts

ୟୁଏସ୍ ଓପନ୍ ଖେଳିବେ ନାହିଁ ନାଡାଲ୍

Odisha Sports Bureau

ମିଆମି ଓପନ୍ ର ଚତୁର୍ଥ ରାଉଣ୍ଡରେ ଫେଡରର

Odisha Sports Bureau

କଟକରେ ଜାତୀୟ ଟିଟି ପ୍ରଶିକ୍ଷଣ ଶିବିର: ୧୦ ରାଜ୍ୟ‌ର ଖେଳାଳି ସାମିଲ, ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା

Odisha Sports Bureau