Shooting

ଅଭୟ ଏବଂ ପରୀନାଜ ସ୍କିଟ୍ ଟୁର୍ଣ୍ଣାମେଣ୍ଟରେ ଜିତିଲେ ଦୁଇ-ଦୁଇଟି ପଦକ

(ଓଡିଶା ସ୍ପୋର୍ଟସ): ଭାରତର ଯୁବ ସୁଟର ଅଭୟ ସିଂହ ଏବଂ ପରିନାଜ ଧାଲିୱାଲ ନବମତମ ଏସିଆ ସର୍ଟଗନ ଚମ୍ପିଆନସିପ୍ ର ସ୍କିଟ୍ ବିଭାଗର ବ୍ୟକ୍ତିଗତରେ ବ୍ରୋଞ୍ଜ ପଦକ ହାସଲ କରିବା ସହିତ ଟିମ୍ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ଅଭୟ ସ୍କିଟ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିବା ପରେ ଆୟୁଷ ଏବଂ ଗୁରନିହାଲଙ୍କ ସହିତ ମିଶି ଟିମ୍ ବିଭାଗରେ ରୌପ୍ୟ ଜିତିଛନ୍ତି । ମହିଳା ବିଭାଗରେ ପରୀନାଜ ୩୯ ଅଙ୍କ ସହିତ କାଂଶ୍ୟ ପଦକ ଜିତିବା ପରେ ଦର୍ଶନା ରଠୋଡ ଏବଂ ଏସିସଙ୍କ ସହିତ ରୌପ୍ୟ ଜିତିଛନ୍ତି ।

Related posts

ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କୁ ଖେଳରତ୍ନ ପାଇଁ ସୁପାରିଶ

Odisha Sports Bureau

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

Odisha Sports Bureau

ଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ

Odisha Sports Bureau