Tennis Uncategorized

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

(ଓଡିଶା ସ୍ପୋର୍ଟସ): ରାଜକୁମାର ରାଜନାଥନଙ୍କୁ ୩-୯ ଫେବୃଆରୀ ମଧ୍ୟରେ ହେବାକୁ ଥିବା ଟାଟା ଓପନ ମହାରାଷ୍ଟ୍ରରେ ପୁରୁଷ ଏକକ ପାଇଁ ୱାଇଲ୍ଡ୍ କାର୍ଡ ଦିଆଯାଇଛିି । ଆୟୋଜକ ଲିଆଣ୍ଡର ପେସ୍ଙ୍କୁ ମଧ୍ୟ ଏହିଭଳି ପ୍ରବେଶ ଦେଇପାରନ୍ତି । ଦେଶର ଦୁଇ ଶୀର୍ଷ ଖେଳାଳି ପ୍ରଜନେସନ୍ ଗୁଣେଶ୍ୱରନ ଏବଂ ସୁମିତ୍ ନାଗଲ ସିଧା ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିନେଇଛନ୍ତି । ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେସକ ପ୍ରଶାନ୍ତ ସୁତାର କହିଛନ୍ତି, ‘ମୁଖ୍ୟ ଡ୍ର ରେ ଏକକ ପାଇଁ ତିନୋଟି ୱାଇଲ୍ଡ୍ କାର୍ଡ ଥିଲା । ଏହା ମଧ୍ୟରୁ ଆ ମେ ଗୋଟିଏ ରାମକୁମାରଙ୍କୁ ଦିଆଯାଇଛି । ଆମେ ଏବେ ଆଉ ଦୁଇଟି ୱାଇଲ୍ଡ କାର୍ଡ ବିଷୟରେ ନିଶ୍ପତି ନେଇନାହୁଁ । ପ୍ରଥମ ଥର ପାଇଁ ଭାରତର ଦୁଇ ଖେଳାଳିଙ୍କୁ ମୁଖ୍ୟ ଖେଳାରେ ସିଧା ପ୍ରବୋ ମିଳିଛି । ଆମେ ଚାହୁଁଚୁ କି କୌଣସି ଏସିଅ ବା ଭାରତିୟ ଟାଇଟଲ୍ ଜିତୁ ।

Related posts

ଆହତ ହେଲେ କର୍ଣ୍ଣାଟକର ଟ୍ରିପଲ ଜମ୍ପର ଅଖିଲେଶ

ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ଗ୍ରୁପର ନେତୃତ୍ୱ ନେବେ ନୀରଜ ଚୋପ୍ରା