More Sports

ଟ୍ରିପଲ୍ ଜମ୍ପର ୱାର୍ଲଡ ଇଣ୍ଡୋର ରେକର୍ଡ ଭାଙ୍ଗିଛନ୍ତି ରୋଜସ

(ଓଡିଶା ସ୍ପୋର୍ଟସ): ଭେନେଜୁଏଲର ୟୁଲିମାର ରୋଜସ ୨୧ ଫେବୃଆରୀ ଦିନ ଭିଲା ଡି ମୋଡ୍ରିି୍ ୱାର୍ଲ୍ଡ ଆଥଲେଟିକ୍ ଇଣ୍ଡୋର ଟୁର ମିଟରେ ମହିଳାମାନଙ୍କ ଟ୍ରିପଲ ଜମ୍ପର ୱାଲର୍ଡ ଇନ୍ଦୋର ରେକର୍ଡ ଭାଙ୍ଗିଛନ୍ତି । ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ୧୫.୪୩ ମିଟର ଡେଇଛନ୍ତି, ସେ ୭ ସେଣ୍ଟିମିଟର ଅଧିକ ଡିଈଁବା ସହିତ ତାୟାନା ଲେବେବେଭାଙ୍କ ମାର୍ଚ ୨୦୦୪ର ପୁରୁଣା ରେକର୍ଡକୁ ଧ୍ୱସଂ କରିଦେଇଛନ୍ତି । ୨୪ ବର୍ଷିୟ ୱାର୍ଲ ଚମ୍ପିଆନସିପ୍ ରୋଜସ ୨୦୧୭ରେ ଲଣ୍ଡନରେ ବିଶ୍ୱ ଆଉଟଡୋର ଟାଇଟଲ୍ ଉପରେ ଅଧିକାର କରିଥିଲେ । ୧୪.୯୧ ମିଟର ସହିତ ଭେନେଜୁଏଲା ପାଇଁ ପ୍ରଥମ ଥର ଏବଂ ଗତ ବର୍ଷ ଦୋହାରେ ୧୫.୩୭ ମିଟର ସହିତ ଗୋଟିଏ ସଫଳ ବଚାବ କରିଛନ୍ତି । ସେହିପରି ୨୦୧୬ରେ ପୋର୍ଟଲେଣ୍ଡ ଏବଂ ୨୦୧୮ରେ ବର୍ମିଘମରେ ସ୍ୱର୍ଣ୍ଣ ପଦକ ବିଜେତା ଦୁଇଥର ବିଶ୍ୱ ଚମ୍ପିଆନ ମଧ୍ୟ ହୋଇଛନ୍ତି ।

Related posts

ରାନୀ ରାମପାଲଙ୍କୁ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍’ ପୁରସ୍କାର

Odisha Sports Bureau

ତାମିଲନାଡୁର ଗୁକେଶ ହେଲେ ବିଶ୍ୱର ଦ୍ୱିତୀୟ ଏବଂ ଭାରତର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟର

Odisha Sports Bureau

କରୋନା ପାଇଁ ୟୁରୋ ,କୋପା ଚାମ୍ପିୟନଶିପ ସ୍ଥଗିତ

Odisha Sports Bureau