Hockey

ଫାଇନାଲରେ ଆଜେଣ୍ଟିନା

ଭୁବନେଶ୍ୱର: ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା । ଜୁନିୟର ହକି ବିଶ୍ୱକପ ସେମିଫାଇନାଲରେ ଦମଦାର ବିଜୟ ସହ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କରିଛି ଆର୍ଜେଣ୍ଟିନା । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ହକି ସେମିଫାଇନାଲ ମ୍ୟାଚରେ ଫ୍ରାନ୍ସକୁ ୩-୧ ଗୋଲରେ ହରାଇ ଦଳ ଫାଇନାଲ ପାଇଁ ଟିକେଟ ହାସଲ କରିଛି ।

ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ଜର୍ମାନ ମଧ୍ୟରେ ହେବ ଲଢେଇ । ଫାଇନାଲରେ ସ୍ଥାନ ପାଇବା ପାଇଁ ଦୁଇ ଦଳ ମଧ୍ୟରେ ହେବ ମହା ଯୁଦ୍ଧ । ବିଜୟୀ ଟିମ ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ।

Related posts

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ମାତ ଦେଇଛି ଭାରତ

Odisha Sports Bureau

ହକି ବିଶ୍ୱ କପର ଲାଇଭ ଦେଖିବ ଓଡିଶାବାସୀ

Odisha Sports Bureau

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

Odisha Sports Bureau