Cricket

ଯୁବରାଜ ଓ ପତ୍ନୀ ହେଜଳଙ୍କ ଘରେ ନୂଆ ଅତିଥି

ପୁର୍ବତନ ଭାରତୀୟ କ୍ରିକେଟର ଯୁରାଜ ସିଂ ଓ ପତ୍ନି ହେଜଲ କନ୍ୟା ସନ୍ତାନ ପାଇବ।। ସୌଭାଗ୍ୟ ଲାଭ କରିଛନ୍ତି । ଅର୍ଥାତ ପୁଣି ଥରେ ଯୁବରାଜ ସିଂହ ଶିଶୁ କନ୍ୟା ଓରାର ବାପା ହେବାକୁ ଯାଉଛନ୍ତି । ଯୁବରାଜ ପତ୍ନୀ ଓ କନ୍ୟା ସହ ହସପିଟାଲର ଫଟୋ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଯୁବରାଜ ତାଙ୍କ କନ୍ୟା ଓରାକୁ କୋଳରେ ଧରିଥିବା ବେଳେ ପତ୍ନୀ ହେଜଲ ପୁଅକୁ କୋଳରେ ଧରିଥିବାର ଫଟୋରେ ଦେଖିବାକୁ ମିଳିଛନ୍ତି ।  ଯୁବରାଜ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ‘ଆମେ ଆମ କନ୍ୟା ସନ୍ତାନ ଓରାକୁ ପାଇ ଖୁସି ଥିବାରୁ ତା’ପାଇଁ ଅନିଦ୍ରାରେ ବିତାଇଥିବା ରାତି ବି ସୁଖକର ହୋଇଛି ।

Related posts

କନ୍ୟା ସନ୍ତାନର ଜନକ ରୋହିତ ୪ର୍ଥ ଟେଷ୍ଟ ଖେଳିବା ନେଇ ସନ୍ଦେହ

Odisha Sports Bureau

ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଦ୍ୱିତୀୟ ଦିନ

ଆଇସିସି ଦିନିକିଆ ମାନ୍ୟତାରେ ଭାରତ ୨ୟ ସ୍ଥାନ ଅଧିକାର କରିଛି

Odisha Sports Bureau