Tennis

ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ ଜୋକୋବିଚ୍

ଭୁବନେଶ୍ୱର; ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ । ଏହା ଜୋକୋବିଚଙ୍କର ୨୪ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ । ଏହି ବିଜୟ ସହ ଜୋକୋବିଚ୍ ଓପନ୍ ଏରାରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ କ୍ଷେତ୍ରରେ ସବୁଠୁ ଅଧିକ ଟାଇଟଲ ଜିତିବାରେ ଆଗଧାଡିର ଖେଳାଳି ହୋଇପାରିଛନ୍ତି । ୟୁଏସ୍ ଓପନ୍ ୨୦୨୩ରେ ପୁରୁଷ ସିଙ୍ଗିଲ୍ସ ଟାଇଟଲ ଜିତିଲେ । ସେ ମେଦଭେଦେବଙ୍କୁ ୬-୩, ୭-୬, ୬-୩ ପଏଣ୍ଟରେ ହରାଇଛନ୍ତି ।ଏହି ଟାଇଟଲ ଜିତି ୩୬ ବର୍ଷୀୟ ଜୋକୋବିଚ୍ ଆମେରିକାର ସେରେନା ୱିଲିୟମ୍ସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି, ଯିଏ ୨୩ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ।ଜାଣିବା କିଏ ଜିତିଛନ୍ତି କେତେ ଗ୍ରାଣ୍ଡସ୍ଲାମ ।

Related posts

ଟେନିସରୁ ସନ୍ୟାସ ନେଲେ ଓଜନିଆକିଙ୍କ୍

Odisha Sports Bureau

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

Odisha Sports Bureau

ୟୁଏସ୍ ଓପନ: ୨୦୧୩ ପରେ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ ଜିତିବାରେ ସୁମିତ ହେଉଛନ୍ତି ପ୍ରଥମ ଭାରତୀୟ

Odisha Sports Bureau