Hockey

ଏସିଆନ ଗେମ୍ସ : ହକି ଫାଇନାଲରେ ଭାରତ

ଏସିଆନ ଗେମ୍ସ ହକି ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ୫-୩ ଗୋଲରେ ହରାଇ ଫାଇନାଲରେ ଭାରତ । ଦକ୍ଷିଣ କୋରିଆକୁ ସେମି ଫାଇନାଲରେ ହରାଇଲା ଭାରତ । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି।

ଅନ୍ୟପପକ୍ଷରେ ଏସୀୟ କ୍ରୀଡ଼ାରେ ଭାରତର ମହିଳା କବାଡି ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏହା ସହ ଭାରତ ମଧ୍ୟ କବାଡି ରେ ସେମିଫାଇନାଲକୁ ଟିକେଟ୍ ହାସଲ କରିଛି।

Related posts

ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଗଲାଣି ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌

Odisha Sports Bureau

ହକି ବିଶ୍ୱକପ ବେଲଜିୟମ ପ୍ରଥମ ଥର ବିଶ୍ୱ ବିଜୟୀ

Odisha Sports Bureau

ଆଜି ସ୍ପେନ- ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ- ଆର୍ଜେଣ୍ଟନା ମଧ୍ୟରେ ମୁକାବିଲା ହେବ

Odisha Sports Bureau