Cricket

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବିକ୍ତିବିଶେଷ ବା ଅନୁଷ୍ଠାନଙ୍କ ଠାରୁ ମନୋନୟନ ପତ୍ର ଆହ୍ୱାନ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ୨୦୨୪ ପାଇଁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ବିକ୍ତିବିଶେଷ ବା ଅନୁଷ୍ଠାନଙ୍କ ଠାରୁ ମନୋନୟନ ପତ୍ର ଆହ୍ୱାନ ହୋଇଛି । କ୍ରୀଡା କ୍ଷେତ୍ରରେ ଆଜୀବନ ଉପଲବ୍ଧି ,କ୍ରୀଡାରେ ଉଲ୍ଲେଖନୀୟ କୃତିତ୍ୱ ଲାଭ କରିଥିବା ବର୍ଷର ଶ୍ରେଷ୍ଠ କ୍ରୀଡାବିତ,କ୍ରୀଡା ପ୍ରଶିଶ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ । କ୍ରୀଡା ପ୍ରୋତ୍ସାହନ ପାଇଁ ସର୍ବୋତ୍କୃଷ୍ଟ ଅବଦାନ, କ୍ରୀଡା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ବର୍ଷର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡାବିତ୍ ବର୍ଷର ଶ୍ରେଷ୍ଠ କନିଷ୍ଠ ଉଦୀୟମାନ କ୍ରୀଡାବିତ୍ଓ ବର୍ଷର ଶ୍ରେଷ୍ଠ କ୍ରୀଡା ବୈଷୟିକ ଅଧିକାରୀ/ସହକାରୀ କର୍ମକର୍ତ୍ତା ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ ।ଏବର୍ଷର ଶ୍ରେଷ୍ଠ କ୍ରୀଡା ବୈଷୟିକ ଅଧିକାରୀ/ସହକାରୀ କର୍ମକର୍ତ୍ତା ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ ।ଏଥିନିମେନ୍ତ ସବିଶେଷ ମାର୍ଗଦର୍ଶିକା, ବିଭିନ୍ନ ବର୍ଗ ପାଇଁ ଉଦ୍ଦିଷ୍ଟ ପୁରସ୍କାର ରାଶି, ଆବେଦନ ଫର୍ମ ଇତ୍ୟାଦି କ୍ରୀଡା ଓ ଯୁବସେବା ବିଭାଗର ୱେବସାଇଟ୍ http://sports.odisha.gov.inରେ ଉପଲବ୍ଧ । ମନୋନୟନ ପତ୍ର ଉଭୟ ଅନଲାଇନ ଓ ଅଫଲାଇନରେ ତା୧୬.୦୬.୨୦୨୫ ରିଖ ଅପରାହ୍ନ ୫ ଘଟିକା ସୁଦ୍ଧା ଗ୍ରହଣ କରାଯିବ ।

Related posts

ରେକର୍ଡ ସୃଷ୍ଟି କରିବାଠାରୁ ମାତ୍ର ୮ ରନ୍ ଦୂରରେ ବିରାଟ

Odisha Sports Bureau

ପରାଜୟ ପରେ ମଧ୍ୟ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି; ବିଶେଷ ଢ଼ଙ୍ଗରେ ଧନ୍ୟବାଦ ଜଣାଇଲେ ଜାଡେଜା

Odisha Sports Bureau

ବାବର ଆଉଟ ହେବାରୁ ଟିଭି ଭାଙ୍ଗିଲେ କୁନି ଫ୍ୟାନ

Odisha Sports Bureau