ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ
(ଓଡିଶା ସ୍ପୋର୍ଟ): ବିଶ୍ୱ ଚମ୍ପିଆନ ପି.ଭି ସିନ୍ଧୁ ମଙ୍ଗଳବାର ଦିନ ଡେନମାର୍କ ଓପନ ବ୍ୟାଡମିଣ୍ଟନ ଚମ୍ପିଆନଶିପର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆର ଗ୍ରେଗୋରିଆ ମାରସ୍କୋ ଟୁନଜଙ୍ଗଙ୍କୁ ୨୨-୨୦, ୨୧-୧୮ରେ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ...