Category : Cricket

Cricket

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ଉପରେ ୧୨ ଲକ୍ଷର ଜୋରିମାନା

Odisha Sports Bureau
(ଓଡ଼ିଶାସ୍ପୋର୍ଟ):ପଞ୍ଜାବ ବିପକ୍ଷରେ ପରାସ୍ତ ହେବା ପରେ ଏକ ବଡ ଝଟ୍କା ଲାଗିଛି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ଉପରେ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ୍ଙ୍କୁ ଜୋରିମାନା ଦେବାକୁ ପଡିଛି । ପଞ୍ଜାବ ବିପକ୍ଷରେ ନିର୍ଦ୍ଧାରିତ...
Cricket

ଆଜଲାନ ଶାହ କପ, ଭାରତ ରନର୍ସଅପ

Odisha Sports Bureau
(ଓଡ଼ିଶାସ୍ପୋର୍ଟ):ମାଲେସିଆରେ ଚାଲିଥିବା ସୁଲତାନ ଜୋହର କପ ହକିରେ ଭାରତୀୟ ପୁରୁଷ ହକି ଟିମ ପରାସ୍ତ ହୋଇ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଛି। ଟାଇଟଲ ମୁକାବିଲାରେ ଭାରତ ଶୁଟ୍ ଆଉଟ୍ରେ ଦକ୍ଷିଣ କୋରିଆଠାରୁ ୪-୨ ଗୋଲରେ ପରାସ୍ତ...
Cricket

ଆଇପିଏଲରେ ସବୁଠାରୁ କନିଷ୍ଠ ଖେଳାଳି ପ୍ରୟାସ ରାୟ ବର୍ମନ

Odisha Sports Bureau
(ଓଡ଼ିଶାସ୍ପୋର୍ଟ):ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଛନ୍ତି ପ୍ରୟାସ ରାୟ ବର୍ମନ। ସେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଆଇପିଏଲରେ ପଦାର୍ପଣ କରିଛନ୍ତି। ମାତ୍ର ୧୬ ବର୍ଷ ଓ ୧୫୭ ଦିନରେ ଆଇପିଏଲରେ...
Cricket

ଆଇପିଏଲ ୧୨, ହାଇଦ୍ରାବାଦ–ରାଜସ୍ଥାନ ମୁହାଁମୁହିଁ

Odisha Sports Bureau
(ଓଡ଼ିଶାସ୍ପୋର୍ଟ):ଆଜିଇଣ୍ଡିଆନପ୍ରିମିୟରଲିଗର ଅଷ୍ଟମମ୍ୟାଚରେସନରାଇଜର୍ସହାଇଦ୍ରାବାଦକୁଭେଟିବରାଜସ୍ଥାନରୟାଲସ।ରାଜସ୍ଥାନଏହିମ୍ୟାଚରେହାଇଦ୍ରାବାଦକୁହରାଇପ୍ରଥମବିଜୟହାସଲକରିବାଲକ୍ଷ୍ୟରେରହିଛି। ରାଜସ୍ଥାନଭଳିହାଇଦ୍ରାବାଦମଧ୍ୟତା’ରପ୍ରଥମମ୍ୟାଚ୍ରେପରାସ୍ତହୋଇଥିଲା।ରାଜସ୍ଥାନ୬ଉଇକେଟରେକୋଲକାତାନାଇଟରାଇଡର୍ସଠାରୁହାରିଏଥରଆଇପିଏଲଅଭିଯାନଆରମ୍ଭକରିଥିଲା।ଡେଭିଡଓ୍ବାର୍ନରଙ୍କହାଇଦ୍ରାବାଦରବ୍ୟାଟିଂବେଶ୍ଦୃଢମନେହେଉଛି।ତେବେକୋଲକାତାବିପକ୍ଷରେବୋଲିଂବିଫଳତାଦଳପାଇଁମହଙ୍ଗାସାବ୍ୟସ୍ତହୋଇଥିଲା।...
Cricket

ଆଜି ବାଙ୍ଗାଲୋର ମୁମ୍ୱାଇ ମୁକାବିଲା

Odisha Sports Bureau
(ଓଡିଶା ସ୍ପୋର୍ଟ): ଆଜି ଆଇପିଏଲ ସିଜିନ୧୨ର ସପ୍ତମ ମ୍ୟାଚରେ ବିରାଟଙ୍କ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ହିଟ୍ମ୍ୟାନ ରୋହିତଙ୍କ ମୁମ୍ୱାଇଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବା ଉଭୟ ଦଳ ନିଜର ବିଜୟ ଖାତା ଖୋଲିବାକୁ...
Cricket

ଇଡ଼େନ ଗାର୍ଡ଼େନରେ ଦୁଇ ଶକ୍ତିଶାଳୀ ଦଳ

Odisha Sports Bureau
(ଓଡିଶା ସ୍ପୋର୍ଟର୍): ଆଜି ଆଇପିଏଲ ୨୦୧୯ର ୧୨ତମ ସଂସ୍କରଣର ୬ଷ୍ଠ ଦିନ ମ୍ୟାଚରେ କୋଲକାତା ନାଇଟ ରାଇଡ଼ରସ ନିଜ ହୋମଗ୍ରାଉଣ୍ଡରେ ପଞ୍ଜାମ ସହ ମୁକାବିଲା କରିବା ଏହି ମ୍ୟାଚ କୋଲକାତା ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ...
Cricket

ପୂର୍ବତନ ସ୍ପିନ୍ ବୋଲର ବ୍ରୁସୟାର୍ଡଲୀଙ୍କର ବିୟୋଗ

Odisha Sports Bureau
(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ଖେଳାଳ ିବ୍ରୁସୟାର୍ଡଲୀଙ୍କର ପରଲୋକ। ସେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍ ବୋଲର, କୋଚ ତଥା ଭାଷ୍ୟକାର ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା।ସେ୨୦୧୬ରୁ କର୍କଟ ରୋଗରେ ପୀଡ଼ିତ...
Cricket

ଆଜି ଆଇପିଏଲରେ ଦିଲ୍ଲୀ ଓ ଚେନ୍ନାଇ ମୁକାବିଲା

Odisha Sports Bureau
(ଓଡିଶା ସ୍ପୋର୍ଟ): ଆଜି ଆଇପିଏଲ୨୦୧୯ମ୍ୟାଚରେ ଦୁଇବିଜୟୀ ଦଳ ମୁହାଁମୁହିଁହେବୋ ଦିଲ୍ଲୀଏବଂଚେନ୍ନାଇସୁପରକିଙ୍ଗଭିତରେମ୍ୟାଚଖେଳାଯିବ । ଗତ ମ୍ୟାଚରେଉଭୟଙ୍କର ଭଲ ପ୍ରଦର୍ଶନ ରହିଥିଲା । ଦୁଇଟିଟିମ ମଧ୍ୟ ବିଜୟହାସଲକରିଥିଲା । ପ୍ରଥମ ମ୍ୟାଚରେବାଙ୍ଗାଲୋରକୁହରାଇଚେନ୍ନାଇଜିତିଥିବାବେଳେ ଦିଲ୍ଲୀମୁମ୍ବାଇକୁହରାଇବିଜୟଲାଭକରିଥିଲା । ଦିଲ୍ଲୀରେରିଷଭ ଗତ...
Cricket

ଦ୍ୱିତୀୟ ବିଦେଶୀ କ୍ରିକେଟର ଭାବେ ୪୦୦୦ ରନ ପୂରଣ କଲେ: ଗେଲ

Odisha Sports Bureau
(ଓଡିଶା ସ୍ପୋର୍ଟ): ଆଇପିଏଲରେ ୪୦୦୦ ରନ ପୂରଣ କରି ଇତିହାସ ରଚିଛନ୍ତି କ୍ରିସ୍ଗେଲ। ଏହା ସହିତ କ୍ରିସ୍ଗେଲ ଦ୍ୱିତୀୟ ବିଦେଶୀ କ୍ରିକେଟର ଭାବେ ଆଇପିଏଲ୍ରେ ଏହି ରେକର୍ଡ଼ କରିଛନ୍ତି । କିଙ୍ଗ୍ସ ଇଲେଭେନ ପଞ୍ଜାବର...
Cricket

ଆଇପିଏଲରେ ଛକାରେ ରେକର୍ଡ଼ କରିଥିବା ଖେଳାଳୀ

Odisha Sports Bureau
(ଓଡିଶା ସ୍ପୋର୍ଟ): ଇଣ୍ଡିଆନପ୍ରିମିୟରଲିଗଦ୍ୱାଦଶସଂସ୍କରଣର ମହାସମର ଆରମ୍ଭ ହୋଇଯାଇଛିା ପ୍ରତି ବର୍ଷ ଆଇପିଏଲରେ ଖେଳାଳିମାନେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହୋଇଥାଏ।ଏହି କ୍ରମରେ ଛକାରେ ମଧ୍ୟ ଖେଳାଳିମାନେ ଆଗରେ ଅଛନ୍ତି। ଆଇପିଏଲରେ ସିକ୍ସର...