Category : Hockey

Hockey

ଆଜି ଠାରୁ ହକି ଲଢେଇ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍

Odisha Sports Bureau
(ଓଡିଶା ସ୍ପୋର୍ଟ): ଆଜି ଠାରୁ ହକି ମହାସମର। ଗତକାଲି ଉଦଘାଟନୀ ଉତ୍ସବ ପରେ ଆଜି କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱ ପୁରୁଷ ହକିର ପ୍ରଥମ ମୁକାବିଲା। ଏହି ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବାର ସ୍ଥିର...
Hockey

ହକି ମହାକୁମ୍ଭ ,କଳିଙ୍ଗ ଷ୍ଟାଡ଼ିୟମ ପାଇଁ କଟକଣା ଜାରି

Odisha Sports Bureau
(ଆଦର୍ଶ ରାଉତ): ଚାରିଆଡ଼େ ହକି ଫିବର । ଆଉ କିଛି ସମୟ ଭିତରେ ଅପେକ୍ଷାର ଅନ୍ତ ଘଟିବ । ଇତିହାସର ରଚିବ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମ୍। ଆଜି ସଂନ୍ଧ୍ୟାରେ ଉଦ୍ଘାଟନ ହେବ ହକି ମହାକୁମ୍ଭ...
Hockey

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau
(ଓଡିଶା ସ୍ପୋର୍ଟ): ଏ. ଆର ରେହମାନଙ୍କ ସଙ୍ଗୀତ, ମାଧୁରୀଙ୍କ ନୃତ୍ୟ , ଶାହାରୁଖଙ୍କ ଅନ୍ଦାଜ, ପ୍ରଭାସଙ୍କ ଡାଏଲଗ କିଛିକ୍ଷଣ ପାଇଁ ଆନନ୍ଦ ଦେଇପାରେ କିନ୍ତୁ ଏହାଦ୍ୱାରା ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରିବ ନାହିଁ ।...
Hockey

ଇତିହାସ ରଚିବ ଓଡ଼ିଶା, ରେହମାନ-ମାଧୁରୀ- ଶାହରୁଖଙ୍କ ସହିତ ଝୁମିବେ ଦର୍ଶକ

Odisha Sports Bureau
(ଓଡିଶା ସ୍ପୋର୍ଟ) : ସମସ୍ତ ଅପେକ୍ଷାର ଅନ୍ତ ଘଟିବାକୁ ଯାଇଛି । ବଢୁଛି ହୃଦ ସ୍ପନ୍ଦନ । ଅପେକ୍ଷା ସେହି ଐତିହାସିକ ମୁହୂର୍ତ୍ତକୁ । ଆଜି କିଛି ଘଣ୍ଟା ପରେ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ...
Hockey

ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ

Odisha Sports Bureau
 ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ତେବେ ଆସନ୍ତାକାଲି ଉଦ୍‌ଘାଟନୀ ଉତ୍ସବରେ “ଦି ଆର୍ଥ...
Hockey

ହକିବିଶ୍ୱ କପ୍ ପାଇଁ ବଢୁଛି କ୍ରେଜ୍ । ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ।

Odisha Sports Bureau
(ବିଶ୍ୱଜିତ୍ ଦାସ):ହକିବିଶ୍ୱ କପ୍ ପାଇଁ ଭୁବନେଶ୍ୱରରେ ପହଂଞ୍ଚିଛନ୍ତି ବିଦେଶୀ ଖେଳାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳିଙ୍କୁ ଶୁଭେଛା ଜଣାଇନ୍ତି । ସେମାନଙ୍କୁ ଦେଖିବାପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି...
Hockey

ହକି ବିଶ୍ୱକପ- ଅଭ୍ୟାସ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

Odisha Sports Bureau
(ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ହକି ବିଶ୍ୱକପ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାାଚ୍ ଭାରତୀୟ ହକି ଟିମ୍ ତାର କମାଲ ଦେଖାଇଛି । ଆସନ୍ତା ୨୮ ତାରିଖରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ହକି...
Hockey

ହକି ବିଶ୍ୱକପରେ ଚମକ ବଢାଇବେ ଧକ୍ ଧକ୍ ଗାର୍ଲ

Odisha Sports Bureau
(ଓଡିଶା ସ୍ପୋର୍ଟ): • . ୪ ଦିନ ରହିଲା ହକି ବିଶ୍ୱକପ • ୧୮ ଦିନ ଧରି ଚାଲିବ ହକି ପ୍ରତିଯୋଗିତା • ଯୋଗ ଦେବେ ଧକ୍ ଧକ୍ ଗାର୍ଲ ପୁରୁଷ ହକି ବିଶ୍ୱକପ୍‌କୁ...
Hockey

କଡା ସୁରକ୍ଷା ଭିତରେ ରହିବ କଳିଙ୍ଗ ଷ୍ଟାଡିୟମ

Odisha Sports Bureau
(ଆଦର୍ଶ ରାଉତ): ହକି ବିଶ୍ବକପ ସମୟରେ ବିଦେଶୀ ଖେଳାଳି ଓ ବିଦେଶୀଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ବିଦେଶୀ ଖେଳାଳିଙ୍କ ପାଇଁ ୧୮୦ ଜଣ ଯବାନଙ୍କୁ ପିଏସ୍‌ଓ ଭାବେ ନିଯୁକ୍ତି ଦିଆଯିବ। ସେମାନେ ଦିନ...
Hockey

ମେଫେୟାରରେ ରହିବେ ହେଲେ ଖାଇବେ ନାହିଁ ଇଂଲଣ୍ଡ

Odisha Sports Bureau
(ଆଦର୍ଶ ରାଉତ): ହକି ପୁରୁଷ ବିଶ୍ୱକପ ପାଇଁ ରାଜଧାନୀ ଉତ୍ସବମୁଖର ହୋଇ ଉଠିଥିବାବେଳେ ନଭେମ୍ବର ୨୫ ତାରିଖ ସୁଦ୍ଧା ଭୁବନେଶ୍ୱରରେ ସମସ୍ତ ହକି ଟିମ୍ ପହଞ୍ଚିବେ। ସମସ୍ତ ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ...