More Sportsଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତOdisha Sports BureauJanuary 19, 2019 by Odisha Sports BureauJanuary 19, 20190656 (ଅନୁସ୍ୱୟା) : ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡାରେ ଓଡିଶା ପରାସ୍ତ ହୋଇଛି । ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା- ଝାଡଖଣ୍ଡ ଫାଇନାଲ ମ୍ୟାଚରେ ମୁହାମୁହିଁ...
More Sportsଜାତୀୟ କୁମ୍ଫୁରେ ଓଡିଶାକୁ ୫ ସ୍ୱର୍ଣ୍ଣOdisha Sports BureauJanuary 16, 2019 by Odisha Sports BureauJanuary 16, 20190850 (ଶିଳାସ୍ମିତା ରାୟ): ଦ୍ୱାଦଶ ଜାତୀୟ କୁମ୍ଫୁରେ ଓଡ଼ିଶାକୁ ୫ ସ୍ୱର୍ଣ୍ଣ, ୪ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୧୩ ପଦକ ମିଳିଛି। ହାଇଦ୍ରାବାଦର ଗୋଚିବାଓଲି ଇନ୍ଡୋର ଷ୍ଟାଡିୟମରେ ଚଳିତ ମାସ ୬ରୁ...
More Sportsତାମିଲନାଡୁର ଗୁକେଶ ହେଲେ ବିଶ୍ୱର ଦ୍ୱିତୀୟ ଏବଂ ଭାରତର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟରOdisha Sports BureauJanuary 16, 2019 by Odisha Sports BureauJanuary 16, 20190547 (ଓଡିଶା ସ୍ପୋର୍ଟ): ତାମିିଲନାଡୁର ଡି ଗୁକେଶ ବିଶ୍ୱର ଦ୍ୱିତୀୟ ଏବଂ ଭାରତା ସବୁଠାରୁୁ ଯୁବା ଗ୍ରାଣ୍ଡ୍ ମାଷ୍ଟର ହୋଇଛନ୍ତି । ଗୁକେଶ ମଙ୍ଗଳବାର ଦିନକୁ ୧୨ ବର୍ଷ ୭ ମାସରେ ଏହି ପଦ ହାସଲ...
More Sportsଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଫାଇନଲରେ ବିଜୟୀOdisha Sports BureauJanuary 14, 2019 by Odisha Sports BureauJanuary 14, 20190597 (ଓଡିଶା ସ୍ପୋର୍ଟ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆୟେଜିତ ବରିଷ୍ଟ ବିଭାଗ ଆନ୍ତଃ ଜିଲ୍ଲା କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ମହିଳା କବାଡ଼ି ଦଳ ଅଂଶଗ୍ରହଣ କରିଥିଲେ ।ଏଥିରେ ମହିଳା କବାଡ଼ି ଦଳ ଫାଇନାଲରେ...
More Sportsମ୍ୟାରିକମ୍ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍ ହାସଲ କରିଛନ୍ତିOdisha Sports BureauJanuary 12, 2019 by Odisha Sports BureauJanuary 12, 20190901 (ଓଡିଶା ସ୍ପୋର୍ଟ): ମ୍ୟାରୀ ଅଲିମ୍ପିକ୍ରେ ପଦକ ଜିତିବାରେ ଏକମାତ୍ର ଭାରତୀୟ ମହିଳା ବକ୍ସର।ମ୍ୟାରିକମ୍ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍ ହାସଲ କରିବା ସହିତ ଇଣ୍ଟରନ୍ୟାସନାଲ ବକ୍ସିଂ ଆସୋସିଏସନ୍ର ସଦ୍ୟ ପ୍ରକାଶିତ ବିଶ୍ୱ ରାଙ୍କିଙ୍ଗ୍ରେ...
More Sportsଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟOdisha Sports BureauJanuary 12, 2019 by Odisha Sports BureauJanuary 12, 20190519 (ଓଡିଶା ସ୍ପୋର୍ଟ): ପୁଣେରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୨୧ ବର୍ଷରୁ କମ୍ ବାଳିକା ଭାରୋତ୍ତୋଳନରେ ଓଡ଼ିଶାର ସ୍ନେହା ସୋରେନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟ ଜଗଦୀଶ ବାରିକ...
More Sportsଜାତୀୟ ଟେବୁଲ୍ ଟେନିସ୍ ଶରତ କମଲ ଓ ଅର୍ଚ୍ଚନା କାମଥ୍ ଚାମ୍ପିଅନ୍Odisha Sports BureauJanuary 10, 2019 by Odisha Sports BureauJanuary 10, 20190718 (ଓଡିଶା ସ୍ପୋର୍ଟ): ବୁଧବାର ସିନିୟର ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ ଉଦ୍ୟାପିତ ହୋଇଯାଇଛି। କଟକ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ବିଜୟୀ...
More Sportsପ୍ରୋ-ଭଲିବଲ ଲିଗ୍ ରେ ୬ ବିଦେଶୀ ଖେଳାଳି ସାମିଲOdisha Sports BureauJanuary 8, 2019 by Odisha Sports BureauJanuary 8, 20190659 (ଓଡିଶା ସ୍ପୋର୍ଟ): ଲିଗ୍ ର ପ୍ରଥମ ସଂସ୍କରଣ ଫେବୃୟାରୀ ୨ରୁ ଆରମ୍ଭ ହେବ। ପ୍ରତ୍ୟେକ ଦଳରେ ୧୨ଜଣ ଲେଖାଏଁ ଖେଳାଳି ରହିବେ। ପ୍ରୋ-ଭଲିବଲ ଲିଗ୍ ଉଦ୍ଘାଟନୀ ସଂସ୍କରଣର ଡ୍ର’ ନିକଟତର ହେବାରେ ଲାଗିଥିବା ବେଳେ ପ୍ରଥମ...
More Sportsପ୍ରୋ କବାଡ଼ି ଲିଗ : ଗୁଜୁରାଟକୁ ହରାଇ ଟାଇଟଲ ଜିତିଲେ ବେଙ୍ଗାଲୁରୁOdisha Sports BureauJanuary 7, 2019 by Odisha Sports BureauJanuary 7, 20190837 (ଓଡିଶା ସ୍ପୋର୍ଟ): ମୁମ୍ବାଇରେ ଶନିବାର ଆୟୋଜିତ ଫାଇନାଲ ମ୍ୟାଚରେ ରୋହିତ କୁମାରଙ୍କ ଅଧିନାୟକତ୍ଵରେ ବେଙ୍ଗାଲୁରୁ ଗୁଜରାତ ଫରଚ୍ୟୁୟନଜିଆଣ୍ଟ୍ସକୁ ୩୮-୩୩ ପଏଣ୍ଟରେ ମାତ୍ ଦେଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ପ୍ରୋ କବାଡି ଲିଗରେ ବେଙ୍ଗାଲୁରୁର...
More Sportsଆସନ୍ତା ୧୨ରୁ ଓପନ୍ ଚେସ୍ ଚାମ୍ପିୟନଶିପ୍ ଆରମ୍ଭOdisha Sports BureauJanuary 5, 2019 by Odisha Sports BureauJanuary 5, 20190809 (ଓଡିଶା ସ୍ପୋର୍ଟ): ଭୁବନେଶ୍ୱର ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ-୨ ସେକ୍ରେଟାରିଏଟ୍ ରିକ୍ରିଏଶନ କ୍ଳବ୍ଠାରେ ଆସନ୍ତା ୧୨ ତାରିଖରୁ ୩୨ତମ ଭୁବନେଶ୍ୱର ଓପନ୍ ଚେସ୍ ଚାମ୍ପିୟନଶିପ୍ ଆରମ୍ଭ ହେବ। ଭୁବନେଶ୍ୱର ଚେସ୍ ଆସୋସିଏଶନ ତା’ର...