More Sports୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ହାସଲ କରି ଗୌରବ ଆଣିଲେ ଦୂତିOdisha Sports BureauMarch 1, 2019 by Odisha Sports BureauMarch 1, 201901103 (ଓଡିଶା ସ୍ପୋର୍ଟ): ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଅଲମ୍ପିଅନ ଦୂତି ଚାନ୍ଦ । ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ଦୂତିଙ୍କୁ...
More Sports‘ଖେଲୋ ଇଣ୍ଡିଆ’ଆପ ଦ୍ୱାରା କ୍ରୀଡ଼ା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେOdisha Sports BureauFebruary 27, 2019 by Odisha Sports BureauFebruary 27, 20190547 (ଓଡିଶା ସ୍ପୋଟ): ଆଜି ନୂଆଦିଲ୍ଲୀରେ ଜାତୀୟ ଯୁବ ସଂସଦ ଉତ୍ସବ ୨୦୧୯ ପୁରସ୍କାର ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ‘ଖେଲୋ ଇଣ୍ଡିଆ’ଆପର ଶୁଭାରମ୍ଭ କରିଛନ୍ତିା ଦେଶର କ୍ରୀଡ଼ା ସମ୍ବନ୍ଧରେ ଏହି ଆପ ସମସ୍ତ ତଥ୍ୟ...
More Sportsଆଜିଠାରୁ ପିସିଏଲର ପ୍ରସାରଣ ବ୍ଲିଜ କନସର୍ଟିୟମ ଓ ଟ୍ରାନ୍ସ ଗ୍ରୁପ କରିବOdisha Sports BureauFebruary 20, 2019 by Odisha Sports BureauFebruary 20, 201901278 (ଓଡିଶା ସ୍ପୋର୍ଟ): ସମଗ୍ର ବିଶ୍ୱରେ ପିସିଏଲର ପ୍ରସାରଣ ବନ୍ଦ ହୋଇଯାଇଥିଲା। ପୂର୍ବରୁ ଏହାର ପ୍ରସାରଣ ଦାୟିତ୍ୱ ତୁଲାଉଥିବା ଆଇଏମଜି-ରିଲାଏନ୍ସ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏଥରୁ ଓହରି ଯାଇଥିଲା। ଦୁଇ ଦିନ ଧରି ପାକିସ୍ତାନ...
More Sportsପିଏସଏଲର ପ୍ରସାରଣ ଏବେ ବିଶ୍ୱବ୍ୟାପୀ ବନ୍ଦOdisha Sports BureauFebruary 18, 2019 by Odisha Sports BureauFebruary 18, 201901205 (ଓଡିଶା ସ୍ପୋର୍ଟ): ପିଏସଏଲ ଫେବୃଆରୀ ୧୪ରୁ ଆରମ୍ଭ ହୋଇଥିଲା କିନ୍ତୁ ପାକିସ୍ତାନର ଘରୋଇ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ସୁପର ଲିଗ୍(ପିଏସଏଲ୍)ର ପ୍ରସାରଣ ଏବେ ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛିା ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମଲାରେ ପାକିସ୍ତାନ ହାତ...
More Sportsରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ୱିମୁକୁଟ ଅର୍ଜନOdisha Sports BureauFebruary 17, 2019 by Odisha Sports BureauFebruary 17, 201901151 (ଓଡିଶାସ୍ପେଟର୍ସ /ନାଗପୁର): ରଣଜୀ ଚାମ୍ପିୟନ ବିଦର୍ଭ ଘରୋଇ କ୍ରିକେଟରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି। ଲଗାତାର ଦ୍ୱିତୀୟ ଋତୁ ପାଇଁ ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ...
More Sportsଜୁଲାଇ ୧୭ରୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତOdisha Sports BureauFebruary 12, 2019February 12, 2019 by Odisha Sports BureauFebruary 12, 2019February 12, 201901149 (ଓଡିଶା ସ୍ସୋର୍ଟ):ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମରେ ଜୁଲାଇ ୧୭ରୁ ୨୨ ତାରିଖ ପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପୂର୍ବରୁ ଷ୍ଟାଡିୟମର ଭିତ୍ତିଭୂମି ଓ ଆବଶ୍ୟକୀୟ ବ୍ୟବସ୍ଥା ଗୁଡ଼ିକୁ ଅନୁଧ୍ୟାନ...
More Sportsଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମOdisha Sports BureauJanuary 21, 2019 by Odisha Sports BureauJanuary 21, 20190575 (ଓଡିଶା ସ୍ପୋର୍ଟ): ଖେଲୋ ଇଣ୍ଡିଆ ୟୁଥ୍ କ୍ରୀଡ଼ାର ଦ୍ବିତୀୟ ସଂସ୍କରଣ ରବିବାର ଶେଷ ହୋଇଛି।ଖେଲୋ ଇଣ୍ଡିଆର ଏହି ସଂସ୍କରଣରେ କିନ୍ତୁ ସର୍ବାଧିକ ୨୨୮ ପଦକ ହାସଲ କରି ଆୟୋଜକ ମହାରାଷ୍ଟ୍ର ଦଳଗତ ବିଜେତା ହୋଇଛି।...
More Sportsଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତOdisha Sports BureauJanuary 19, 2019 by Odisha Sports BureauJanuary 19, 20190700 (ଅନୁସ୍ୱୟା) : ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡାରେ ଓଡିଶା ପରାସ୍ତ ହୋଇଛି । ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା- ଝାଡଖଣ୍ଡ ଫାଇନାଲ ମ୍ୟାଚରେ ମୁହାମୁହିଁ...
More Sportsଜାତୀୟ କୁମ୍ଫୁରେ ଓଡିଶାକୁ ୫ ସ୍ୱର୍ଣ୍ଣOdisha Sports BureauJanuary 16, 2019 by Odisha Sports BureauJanuary 16, 20190899 (ଶିଳାସ୍ମିତା ରାୟ): ଦ୍ୱାଦଶ ଜାତୀୟ କୁମ୍ଫୁରେ ଓଡ଼ିଶାକୁ ୫ ସ୍ୱର୍ଣ୍ଣ, ୪ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୧୩ ପଦକ ମିଳିଛି। ହାଇଦ୍ରାବାଦର ଗୋଚିବାଓଲି ଇନ୍ଡୋର ଷ୍ଟାଡିୟମରେ ଚଳିତ ମାସ ୬ରୁ...
More Sportsତାମିଲନାଡୁର ଗୁକେଶ ହେଲେ ବିଶ୍ୱର ଦ୍ୱିତୀୟ ଏବଂ ଭାରତର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟରOdisha Sports BureauJanuary 16, 2019 by Odisha Sports BureauJanuary 16, 20190592 (ଓଡିଶା ସ୍ପୋର୍ଟ): ତାମିିଲନାଡୁର ଡି ଗୁକେଶ ବିଶ୍ୱର ଦ୍ୱିତୀୟ ଏବଂ ଭାରତା ସବୁଠାରୁୁ ଯୁବା ଗ୍ରାଣ୍ଡ୍ ମାଷ୍ଟର ହୋଇଛନ୍ତି । ଗୁକେଶ ମଙ୍ଗଳବାର ଦିନକୁ ୧୨ ବର୍ଷ ୭ ମାସରେ ଏହି ପଦ ହାସଲ...