More Sports୬୯ତମ ଜାତୀୟ ବରିଷ୍ଠ ବାସ୍କେଟ୍ ବଲ ଚାମ୍ପିୟନ୍ସିପ, ଗଞାମର ୨ ଖେଳାଳି ମନୋନୀତOdisha Sports BureauJanuary 1, 2019 by Odisha Sports BureauJanuary 1, 201901338 (ଓଡିଶା ସ୍ପୋର୍ଟ): ଗୁଜରାଟର ଭାବନଗରଠାରେ ଜାନୁୟାରୀ ୫ ରୁ ୧୨ ତାରିଖ ପର୍ୟ୍ୟନ୍ତ ୬୯ ତମ ଜାତୀୟ ବରିଷ୍ଠ ବାସ୍କେଟ୍ବଲ ଚାମ୍ପିୟନ୍ସିପ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ ଅଂଶ ଗ୍ରହଣ କରିବ...
More Sportsପ୍ରୋ କବାଡ଼ି ଲିଗ ଦିଲ୍ଲୀ ଓ ୟୁପି ବିଜୟୀOdisha Sports BureauDecember 31, 2018 by Odisha Sports BureauDecember 31, 20180595 (ଓଡିଶା ସ୍ପୋର୍ଟ): ଚଳିତ ପ୍ରୋ କବାଡ଼ି ଲିଗ୍ (ପିକେଏଲ)ର ଷଷ୍ଠ ସଂସ୍କରଣରେ ୟୁପି ଯୋଦ୍ଧା ଦମ୍ଦାର ତଥା ଅଲରାଉଣ୍ଡ ପ୍ରଦର୍ଶନ କରି ପ୍ରଥମ ଏଲିମିନେଟରରେ ୟୁ ମୁମ୍ବାକୁ ପରାସ୍ତ କରିଛି। ରବିବାର ଖଚାଖଚ୍ ଭରା...
More Sports୬୬ ତମ ରାଜ୍ୟ ଆଥଲେଟିକ ମିଟ ଉଦଘାଟିତOdisha Sports BureauDecember 29, 2018 by Odisha Sports BureauDecember 29, 20180954 (ଓଡିଶା ସ୍ପୋର୍ଟ): ବାରବାଟୀ ଷ୍ଟାଡିୟମରେ ୬୬ତମ ରାଜ୍ୟ ଆଥ୍ଲେଟିକ ମିଟ୍ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ଆଥ୍ଲେଟିକ ଆସୋସିଏଶନ (ଓଏଏ) ଆନୁକୂଲ୍ୟରେ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଗୋଟିଏ ନୂତନ ମିଟ୍ ରେକର୍ଡ...
More Sportsରାଜ୍ୟ ଓପନ ଚେସ: ପ୍ରିୟବ୍ରତ ପ୍ରଥମ, ମନିଷ ରନର୍ସଅପOdisha Sports BureauDecember 29, 2018 by Odisha Sports BureauDecember 29, 20180670 (ଓଡିଶା ସ୍ପୋର୍ଟ): ରାଜ୍ୟ ଓପନ ଚେସ୍ ପ୍ରିୟବ୍ରତ ପ୍ରଥମ ସ୍ଥାନରେ ରହି ଚାମ୍ପିୟନ ହୋଇଛନ୍ତି । ଖୋର୍ଦ୍ଧା ଜିଲା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଓପନ ଚେସ୍ ଚାମ୍ପିୟନଶିପ୍ ଶୁକ୍ରବାର ଏଠାରେ ଉଦ୍ଯାପିତ...
More Sportsଜୟପୁରକୁ ହରାଇ ପ୍ଳେ-ଅଫରେ ବେଙ୍ଗାଲୁର ବୁଲ୍ସOdisha Sports BureauDecember 28, 2018 by Odisha Sports BureauDecember 28, 201801438 (ଓଡିଶା ସ୍ପୋର୍ଟ): ପଓ୍ବନ ଶେରାଓ୍ବତଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ବେଙ୍ଗାଲୁରୁ ବୁଲ୍ସ ଚଳିତ ପ୍ରୋ କବାଡି ଲିଗ୍ (ପିକେଏଲ)ର ପ୍ଲେ-ଅଫ୍ ପର୍ୟ୍ୟାୟରେ ପ୍ରବେଶ କରିଛି। ଗୁରୁବାର ଏଠାରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ଜୟପୁର ପିଙ୍କ...
More Sportsଓଡ଼ିଶାକୁ ଚେସରେ ସ୍ୱର୍ଣ୍ଣ ଓ ସନ୍ତରଣରେ ରୌପ୍ୟOdisha Sports BureauDecember 18, 2018December 26, 2018 by Odisha Sports BureauDecember 18, 2018December 26, 20180673 (ଓଡିଶା ସ୍ପୋର୍ଟ): ଚମକିଲେ ଓଡ଼ିଶା କ୍ରୀଡ଼ାବୀତ । ଦୁଇଟି ପୃଥକ କ୍ରୀଡ଼ାରେ ଓଡ଼ିଶାକୁ ମିଳିଛି ସଫଳତା ମିଳିଛି । ଓଡ଼ିଆ ଚେସ୍ କୁଇନ୍ ପଦ୍ମିନୀ ରାଉତ ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନ୍ଶିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ...
More Sportsପ୍ରୋ କବାଡ୍ଡୀ ୨୦୧୮: ୟୁୁପି ଯୋଦ୍ଧା ପାଟନା ପାଇରେଟର୍ସକୁ ୪୭-୩୧ରେ ହରାଇଲାOdisha Sports BureauDecember 17, 2018 by Odisha Sports BureauDecember 17, 20180845 (ଓଡିଶା ସ୍ପୋର୍ଟ): ୟୁପି ଯୋନ୍ଧା ଭଲ ଖେଳ ପ୍ରଦର୍ଶନ କରି ରବିବାର ଦିନ ପ୍ରୋ କବାଡି ଲିଗ୍(ପିକେଏଲ୍) ଷଷ୍ଠରେ ଚମ୍ପିଆନ୍ ପାଟନା ପାଇରେଟର୍ସକୁୁ ୪୭-୩୧ରେ ପରାସ୍ତ କରିଛି । ବିଜେତା ଟିମ୍ ତରଫରୁ ପ୍ରଶାନ୍ତ...
More Sportsପ୍ରୋ କବାଡି ଲିଗ୍: ପୁୁଣିଥରେ ଦେଖିବାକୁ ମିଳିଛି ପ୍ରଦିପ୍ ନରୱାଲଙ୍କ ଜାଦୁ, ପାଟନା ପୁଣେରି ପଲଟନକୁ ହରାଇଲାOdisha Sports BureauDecember 8, 2018 by Odisha Sports BureauDecember 8, 20180836 (ଓଡିଶା ସ୍ପୋର୍ଟ): କ୍ୟାପ୍ଟେନ୍ ପ୍ରଦିପ୍ ନରୱାଲଙ୍କ ରେକର୍ଡ ୨୭ ଅଙ୍କର ଦମ୍ ରେ ଉପସ୍ଥିତ ଚମ୍ପିଆନ ପାଟନା ପାଇରେଟସ୍ ପ୍ରୋ କବାଡି ଲିଗ୍(ପିକେଏଲ୍)ର ଷଷ୍ଠ ସିଜିନରେ ଇଣ୍ଟର ଜୋନ୍ ଚ୍ୟାଲେଞ୍ଜ ମୁକାବିଲାରେ ଶୁକ୍ରବାର ଦିନ...
More Sportsଏସିଆ ଖେଳର ଷ୍ଟାର ଏଥଲେଟିକ୍ ସୁଦ୍ଧାଙ୍କୁ ରେଳ ବିଭାଗରେ ପଦୋନ୍ନତୀOdisha Sports BureauDecember 6, 2018 by Odisha Sports BureauDecember 6, 20180544 (ଓଡିଶା ସ୍ପୋର୍ଟ ): ଏସିଆନ୍ ଖେଳରେ ଦୁଇ ଦୁଇ ଥର ପଦକ ବିଜେତା ଷ୍ଟିପଲଚେଜ ଆଥଲେଟିକ୍ ସୁଦ୍ଧା ସିଂହ ଏବଂ ରାଷ୍ଟ୍ରିୟ କୁସ୍ତି କୋଚ୍ କୁୁଲଦିପ୍ ସିଂହଙ୍କୁ ତାଙ୍କର ନିଯୁକ୍ତି ଭାରତୀୟ ରେଲୱେ ‘ଉଦାର...
More Sportsପ୍ରୋ କବାଡ୍ଡି ଲିଗ୍ ୨୦୧୮ର ଆଉ ଏକ ରୋମାଞ୍ଚକର ମୁକାବିଲା, ଦିଲ୍ଲୀ ବେଙ୍ଗଲୁରକୁ ହରାଇଲା ।Odisha Sports BureauDecember 6, 2018December 26, 2018 by Odisha Sports BureauDecember 6, 2018December 26, 20180579 (ଓଡିଶା ସ୍ପୋର୍ଟ): ଦବଙ୍ଗ ଦିଲ୍ଲୀ ବୁଧବାର ଦିନ ପ୍ରୋ କବାଡି ଲିଗ(ପୀକେଏଲ) ପଷ୍ଠ ସିରିଜରେ ବେଙ୍ଗଲୁୁର ବ୍ଲୁ କୁ ପରାସ୍ତ କରିଛି । ଏହି ରୋମାଞ୍ଚକର ମୁୁକାବିଲାରେ ଦିଲ୍ଲୀ ଗୋଟିଏ ଅଙ୍କ ଅନ୍ତରରେ ବିଜୟ...