Shootingରୁଓଝୁ ଝାଓ ଙ୍କୁ ପଛରେ ପକାଇ ଶ୍ରୀୟା ଙ୍କବିଶ୍ୱ ରେକର୍ଡOdisha Sports BureauApril 1, 2019 by Odisha Sports BureauApril 1, 201901156 (ଓଡ଼ିଶାସ୍ପୋର୍ଟ):ଭାରତୀୟ ସୁଟର ଶ୍ରୀୟା ଅଗ୍ରୱାଲ କରିଛନ୍ତି ବିଶ୍ୱ ରେକର୍ଡ। ୧୮ ବର୍ଷର ଶ୍ରୀୟା ଫାଇନାଲରେ ୨୫୨.୫ ସ୍କୋର କରି ଏହ ିକୃତୀତ୍ୱ ହାସଲ କରିଛନ୍ତିା ଶ୍ରୀୟା ଏସିୟାର୍ଡ ଏୟାର ଗନ ଚାମ୍ପିୟନ ସିପ୍ ରେ...
Shootingପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ–ସୌରଭଙ୍କ ବିଶ୍ୱ ରେକର୍ଡOdisha Sports BureauMarch 27, 2019 by Odisha Sports BureauMarch 27, 201901188 (ଓଡିଶା ସ୍ପୋର୍ଟ): ତାଇପେଇରେ ଚାଲିଥିବା ଦ୍ୱାଦଶ ଏସିଆନ ଏୟାର ଗନ ଚାମ୍ପିଅନଶିପରେ ଭାରତୀୟ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।୧୦ମିଟରଏୟାରପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର କ୍ୱାଲିଫିକେସନରେ...
Shootingଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନାOdisha Sports BureauFebruary 27, 2019 by Odisha Sports BureauFebruary 27, 201901096 (ଓଡିଶା ସ୍ପୋର୍ଟ): ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଇଣ୍ଡିଆନ୍ ଏୟାର ଫୋର୍ସ (ଆଇଏଏଫ୍) ଦିଲ୍ଲୀରେ ଚାଲିଥିବା ଆଇଏସ୍ଏସ୍ଏଫ୍ ୱାର୍ଲ୍ଡକପରେ ଭାରତୀୟ ଟିମରେ ସାମିଲ ତା’ର ଶୁଟରଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ରାଇଫଲ...
Shootingଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମOdisha Sports BureauFebruary 19, 2019 by Odisha Sports BureauFebruary 19, 201901111 (ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଶୁଟିଂ ବିଶ୍ୱକପ । ଏଥିରେ ପାକିସ୍ତାନ ଟିମ ଭାଗ ନେବ ନାହିଁ। ପୁଲୱାମା ଆକ୍ରମଣ ସତ୍ତ୍ୱେ ପାକିସ୍ତାନ ଖେଳାଳିଙ୍କୁ ଭାରତ ଆସିବାକୁ ଭିସା ମିଳିଥିଲା। କିନ୍ତୁ...
Shootingଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ଉଦଘାଟିତOdisha Sports BureauFebruary 19, 2019 by Odisha Sports BureauFebruary 19, 201901255 (ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଂଧ୍ୟାରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ବନ୍ଧୁକ ଚାଳକ ଅଭିନବ ବିନ୍ଦ୍ରା ସ୍ଥାପନ କରିଥିବା ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ବା...
Shootingଜର୍ମାନୀରେ ସ୍ବର୍ଣ୍ଣ ପଦକ ଜିତିଲେ ଶ୍ରୀୟଙ୍କାOdisha Sports BureauJanuary 28, 2019 by Odisha Sports BureauJanuary 28, 20190585 (ଓଡିଶା ସ୍ପୋର୍ଟ): ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ଜାନୁଆରି ୨୩ରୁ ଜର୍ମାନିର ମ୍ୟୁନିକ୍ରେ ଚାଲିଥିବା ଏଚଏନ କପ ଅନ୍ତର୍ଜାତୀୟ ପ୍ରତିଯୋଗିତା ରବିବାର ଶେଷ ହୋଇଥିଲା ।ସେଥିରେ କିଟ୍ ଛାତ୍ରୀ ଶ୍ରୀୟଙ୍କା...
Shootingଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତOdisha Sports BureauDecember 1, 2018 by Odisha Sports BureauDecember 1, 20180636 (ଓଡିଶା ସ୍ପୋର୍ଟ଼) :୨୦୦୮ ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ତଥା ଭାରତର ଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ଦେଶ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେସନ୍(ଆଇଏସ୍ଏସ୍ଏଫ୍)...