Category : Uncategorized

Uncategorized

୩୭ତମ ଜାତୀୟ କ୍ରୀଡାରେ ଓଡିଶାକୁ ୫୮ଟି ପଦକ

Odisha Sports Bureau
କଟକ : ଗୋଆରେ ଚାଲିଛି ୩୭ ତମ ଜାତୀୟ କ୍ରୀଡା । ସେଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଓଡିଶା । ଏବେ ସୁଦ୍ଧା ଓଡିଶା ୫୮ଟି ପଦକ ଜିତି ଥିବା ବେଳେ ୧୦ଟି ସ୍ୱର୍ଣ୍ଣ,୧୮ଟି...
Uncategorized

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau
କଟକ: ଆଜି ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) କଟକରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ୩୪ତମ ରାଷ୍ଟୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଯାପିତ ହୋଇଯାଇଛି। ଉଦଯାପନି କାର୍ଯ୍ୟକ୍ରମରେ କିଟ୍ ଡିମଡ୍...
Uncategorized

ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ରେ‘ଏକତା ପାଇଁ ଦୌଡ’

Odisha Sports Bureau
କଟକ: ଆଜି ସକାଳେ ଭାଜପା କଟକ ନଗର ତରଫରୁ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ କଲେଜ ଛକ...
Uncategorized

ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ

Odisha Sports Bureau
ଭୁବନେଶ୍ୱର: ଜାତୀୟ କ୍ରୀଡାରେ ସଫଳତା ପାଇଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ । ଏହି ସଫଳତା ପାଇଁ ୨୩ ଲକ୍ଷ ଟଙ୍କା ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରତି ଯୋଗିତାରେ ୪ଟି...
Uncategorized

ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ

Odisha Sports Bureau
ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଆରମ୍ଭ ହୋଇ ଯାଇଛି ଏସିଆନ ପାରା ଗେମ୍ସ । ଏସିଆନ ଗେମ୍ସ ଭଳି ଏହି ଇଭେଣ୍ଟରେ ମଧ୍ୟ କମାଲ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଖେଳାଳୀ । ସେଠାରେ ଚାଲିଥିବା ୪ର୍ଥ...
Uncategorized

ଚୀନରେ ଏସିଆନ୍ ପାରା ଗେମ୍ସ ଆରମ୍ଭ

Odisha Sports Bureau
ଏସିଆନ୍ ପାରା ଗେମ୍ସ ଆଜିଠୁ ଚୀନରେ ଆରମ୍ଭ ହେବ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଉଛନ୍ତି...
Uncategorized

ଗୋଟିଏ ପାଳିରେ ୪୨୭ ରନ୍‌, ୩୬୪ ରନ୍‌ର ବିଜୟ

Odisha Sports Bureau
ବୁଏନସ ଏୟାରେସ୍: ମହିଳା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶନିବାର ଅନେକ କୀର୍ତ୍ତିମାନ ଦେଖିବାକୁ ମିଳିଛି। ଚିଲି ଓ ଆର୍ଜେଣ୍ଟିନା ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏସବୁ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଏଠାରେ ଖେଳାଯାଇଥିବା...
Hockey Uncategorized

ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

Odisha Sports Bureau
ଭୁୂବନେଶ୍ୱର: ଏସୀୟ କ୍ରୀଡାରେ ଓଡିଆ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ହକି ତାରକା...
Uncategorized

ଡ୍ରିମ ୧୧ ନାଁରେ ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ

Odisha Sports Bureau
ବିପଦରେ ଅନେକ ଅନଳାଇ ଅନଲାଇନ ଗେମିଂ ଇଣ୍ଡଷ୍ଟ୍ର । ଜିଏସଟି ବିଭାଗ ତରଫରୁ ଆସୁଛି କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । ଡାଇରେକ୍ଟର ଜେନେରାଲ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଡିଜିଜିଆଇ ଗତ...
Uncategorized

ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Odisha Sports Bureau
ବ୍ୟୁରୋ : ୧୯ତମ ଏସୀୟ କ୍ରୀଡାର ଆଜି ହେଉଛି ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ପ୍ରତିଦିନ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଚୀନର ହଙ୍ଗଝୌରେ ଚାଲିଥିବା ଏହି କ୍ରୀଡାରେ ଭାରିୀୟ ଦଳ ଆଉ...