ବିଶ୍ବ କନିଷ୍ଠ ହ୍ବିଲ୍ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର
ଭୁବନେଶ୍ବର: ଥାଇଲାଣ୍ଡରେ ଶନିବାରଠୁ ଆରମ୍ଭ ହେବାକୁ ଥିବା ହୁଇଲ୍ଚେୟାର ଅସିଚାଳନା କନିଷ୍ଠ ବିଶ୍ୱ ପ୍ରତିଯୋଗିତାରେ ଓଡ଼ିଶାର ପବିତ୍ର ସାହୁ ଭାଗନେବେ। ଭାରତରୁ ସେ ଏକମାତ୍ର ଖେଳାଳି ଭାବେ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।...
