Wrestlingଭିନେଶ ଓ ବଜରଙ୍ଗକୁ ଏସିଆଡ ଟିକେଟ୍Odisha Sports BureauJuly 19, 2023 by Odisha Sports BureauJuly 19, 20230196 ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବିଶ୍ବ ଚାମ୍ପିଅନସିପ୍ ପଦକ ବିଜେତା ଭିନେଶ ଫୋଗଟ୍ଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍ ମିଳିଛି । ଭାରତୀୟ କୁସ୍ତି ମହାସଂଘ ଆଡ୍ ହକ୍...
Wrestlingବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନOdisha Sports BureauJuly 18, 2023 by Odisha Sports BureauJuly 18, 20230156 ନୂଆଦିଲ୍ଳୀ: ବିଜେପି ନେତା ତଥା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଯୌନ ନିର୍ୟାତନା ମାମଲାରେ ଦିଲ୍ଳୀ କୋର୍ଟ ୨ ଦିନିଆ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ବ୍ରିଜଭୂଷଣ ଏବଂ ବିନୋଦ ତୋମାରଙ୍କ...
Wrestlingକମନ ୱେଲଥ ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବରଙ୍କୁ ସ୍ୱର୍ଣ୍ଣ ପଦକOdisha Sports BureauJuly 12, 2023 by Odisha Sports BureauJuly 12, 20230187 ନୋଏଡା ଠାରେ ଅନୁଷ୍ଠିତ ହୋଇଥିଲା କମନ ୱେଲଥ ଗେମ । ଏହି ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ Snatch – ୫୨ କିଲୋଗ୍ରାମ, Clean ଏବଂ...
Wrestlingବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶOdisha Sports BureauJuly 7, 2023 by Odisha Sports BureauJuly 7, 20230159 ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ପର୍ୟ୍ୟାପ୍ତ...
Wrestlingଏସିଆ କୁସ୍ତି ଚାମ୍ପିଆନଶିପ; ଗସ୍ତରୁ ବାଦ ପଡ଼ିଲେ ୩ ସଦସ୍ୟOdisha Sports BureauJune 14, 2023 by Odisha Sports BureauJune 14, 20230170 କିରଗିଜସ୍ତାନରେ ହେବାକୁ ଥିବା ଏସିଆ କୁସ୍ତି ଚମ୍ପିଆନଶିପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ପ୍ରତିଯୋଗିତା ପାଇଁ କୁସ୍ତିଯୋଦ୍ଧାଙ୍କ ସମେତ ସହାୟକ କର୍ମଚାରୀଙ୍କ ନାମ ବି ବହୁ ଆଗରୁ ଘୋଷଣା ହୋଇସାରିଥିଲା...
Wrestlingବିଜେପିର ପ୍ରଭାବଶାଳି ନେତା ବ୍ରିଜଭୂଷଣଙ୍କ ପାଖରେ ରହିଛ ୫୦ରୁ ଅଧିକ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ହୋଟେଲOdisha Sports BureauJune 12, 2023June 12, 2023 by Odisha Sports BureauJune 12, 2023June 12, 20230153 ଗୋଣ୍ଡା: ବ୍ରିଜଭୂଷଣ ଶରଣ ସିଂ ବିଜେପିର ଜଣେ ବାହୁବଳୀ ନେତା ହୋଇଥିବା ବେଳେ ୫୦ରୁ ଅଧିକ ସ୍କୁଲ, କଲେଜ, ହସ୍ପିଟାଲ ଓ ହୋଟେଲର ମାଲିକ ମଧ୍ୟ ଅଟନ୍ତି । ତାଙ୍କ ବିରୋଧରେ କେତେଜଣ ମହିଳା...
Wrestlingବିବାଦର ସମାଧାନ ନହେବା ଯାଏ ଏସିଆନ ଗେମ୍ସରେ ସାମିଲ ହେବେ ନାହିଁ ସାକ୍ଷୀ ମଲ୍ଲିକOdisha Sports BureauJune 10, 2023June 10, 2023 by Odisha Sports BureauJune 10, 2023June 10, 20230153 ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଏସିଆନ ଗେମ୍ସ । ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ଯାଏ ଏହି ଗେମ୍ସ ଖେଳାଯିବ । କୁସ୍ତି ଖେଳାଳୀ ସାକ୍ଷୀ ମଲ୍ଲିକ ଏହି ଖେଳ ପୂର୍ବରୁ...
Wrestlingଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂଙ୍କ ବୟାନ ପରେ ବଢ଼ିଲା ବ୍ରିଜଭୂଷଣଙ୍କ ଅଡ଼ୁଆOdisha Sports BureauJune 9, 2023 by Odisha Sports BureauJune 9, 20230163 ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ରିଜଭୂଷଣଙ୍କ ବିରୋଧରେ ଏବେ ସାକ୍ଷୀ ଦେଇଛନ୍ତି ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ । ଏକ ଜାତୀୟ...
Wrestlingବ୍ରିଜଭୂଷଣ ମାମଲାରେ ଜୁନ ୧୫ ସୁଦ୍ଧା ଶେଷ ହେବ ତଦନ୍ତ: କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରOdisha Sports BureauJune 8, 2023 by Odisha Sports BureauJune 8, 20230141 କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ କୁସ୍ତିଯୋଦ୍ଧାଙ୍କ ଆଲୋଚନା ପରେ ଅନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । କ୍ରୀଡ଼ାମନ୍ତ୍ରୀଙ୍କ ସହିତ ହୋଇଥିବା ୫ ଘଣ୍ଟାର ଏହି ଆଲୋଚନାରେ ୫ଟି ଦାବି ରଖିଛନ୍ତ...
Wrestlingକୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବାକୁ ସରକାରଙ୍କ ପ୍ରସ୍ତାବOdisha Sports BureauJune 7, 2023 by Odisha Sports BureauJune 7, 20230148 ନୂଆଦିଲ୍ଲୀ: ଆଲୋଚନା ପାଇଁ ପ୍ରସ୍ତାବ ଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିବାଦରତ କୁସ୍ତିଖେଳାଳିମାନଙ୍କୁ ପୁଣି ଥରେ ଆମନ୍ତ୍ରଣ କରିଛନ୍ତି । ତେବେ ସରକାରଙ୍କ ପ୍ରସ୍ତାବ ପରେ କୁସ୍ତି ଖେଳାଳି ସାକ୍ଷୀ ମଲିକ ନିଜର...