More Sports

ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ଟିକେଟ

ଭୁବନେଶ୍ୱର(ଓଡିଶା ସ୍ପୋର୍ଟସ): ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଆଉ ଏକ ବଡ ସଫଳତା । ଟୋକିଓ ଅଲିମ୍ପିକ ପାଇଁ ଟିକେଟ ହାସଲ କରିଛନ୍ତି ଦୂତି । ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରି ରାଜ୍ୟ ପାଇଁ ସେ ଗର୍ବ ଏବଂ ଗୌରବ ଆଣିଛନ୍ତି । ୱାର୍ଲଡ ରାକିଙ୍ଗ ଆଧାରରେ ଏଥିପାଇଁ ଦୂତି ମନୋମୀତ ହୋଇଛନ୍ତି । ଅନ୍ୟ ଖେଳାଳୀମାନଙ୍କ ମଧ୍ୟରେ ବିରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା ପ୍ରମୁଖ ଓଡିଶାକୁ ପ୍ରଧିନିଧିତ୍ୱ କରୁଛନ୍ତି ।

Related posts

ମାଷ୍ଟର ଗେମ୍ସ ୨୦୧୯ରେ ପାର୍ବତୀଙ୍କୁ ରୋପ୍ୟ

Odisha Sports Bureau

ମ୍ୟାରିକମ୍‌ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍‌ ହାସଲ କରିଛନ୍ତି

Odisha Sports Bureau

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

Odisha Sports Bureau