Football

୨୮ ବର୍ଷୀୟ ଫୁଟବଲ ଖେଳାଳି ସାଲାଙ୍କ ଅକାଳ ମୃତ୍ୟୁ

(ଓଡିଶା ସ୍ପୋର୍ଟ): ଆର୍ଜେଣ୍ଟିନାର ପ୍ରତିଭାବାନ ଫୁଟବଲର ଏମିଲିଆନୋ ସାଲା’ଙ୍କର ଅକାଳ ବିୟୋଗ ହୋଇ ଯାଇଛି। ନିକଟରେ ପ୍ରିମିୟର ଲିଗ୍ ଫୁଟବଲ୍ ଦଳ କାର୍ଡିଫ ସିଟିରେ ଯୋଗ ଦେଇଥିବା ସାଲା ଏକ ଛୋଟ ବିମାନରେ ଯାତ୍ରା କରୁଥିଲା ବେଳେ ଇଂଲିସ୍ ଚ୍ୟାନେଲ ଉପରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସେବେଠାରୁ ସେ ନିଖୋଜ ଥିଲେ। ତେବେ ସଂପୃକ୍ତ ବିମାନ ଦୁର୍ଘଟଣାରେ ସାଲାଙ୍କର ମୃତ୍ୟୁ ହୋଇ ଯାଇଥିବା ମଙ୍ଗଳବାର ଫ୍ରାନ୍ସ ବିମାନ ଚଳାଚଳ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଯାହା ସମଗ୍ର ଫୁଟବଲ ଜଗତରେ ଶୋକର ଛାୟା ଖେଳି ଯାଇଛି।

Related posts

ଜାତୀୟ ମହିଳା ଫୁଟବଲ ପାଇଁ ଓଡ଼ିଶା ଦଳ

Odisha Sports Bureau

‘ଫିଫା’ ବିଶ୍ବକପ୍ ଫୁଟବଲ୍ ମ୍ୟାଚରେ ବେଲଜିୟମ୍ ହାରିଯିବାରୁ ଦଙ୍ଗାଗୋଳ

Odisha Sports Bureau

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

Odisha Sports Bureau