Cricket

କେବଳ ପାକିସ୍ତାନୀ ଖେଳାଳି ଛଡା ପାକିସ୍ତାନର କାହାକୁ ନଥିଲା ଏଣ୍ଟ୍ରି , କେଉଁଠୁ ଆସିଲେ ପାକିସ୍ତାନ ଦର୍ଶକ

ଭାରତରେ ପାକିସ୍ତାନ ଜର୍ସି
କେବଳ ପାକିସ୍ତାନୀ ଖେଳାଳି ଛଡା ପାକିସ୍ତାନର କାହାକୁ ନଥିଲା ଏଣ୍ଟ୍ରି
କେଉଁଠୁ ଆସିଲେ ପାକିସ୍ତାନ ଜର୍ସି ପିନ୍ଧା ଦର୍ଶକ
କିଏ ଦେଲା ଅନୁମତି ?
ଭାରତରେ ରହି ପାକିସ୍ତାନକୁ କରୁଛନ୍ତି କି ସମର୍ଥନ

ଭାରତ ଓ ପାକିସ୍ତାନ ମଧ୍ୟରେ କଡା ଟକ୍କର ମ୍ୟାଚ ଦେଖିବାକୁ ମିଳିଛି । ମ୍ୟାଚକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ ତାହାର ଅନ୍ତ ଘଟିଛି । ଏହି ମ୍ୟାଚ ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖଚାଖଚ ଭିଡ ଦେଥିବାକୁ ମିଳିଥିଲା । ଭାରତକୁ ସମର୍ଥକ କରିବାକୁ କ୍ରିକେଟ ପ୍ରେମୀମାନେ ପହଞ୍ଚିଛନ୍ତି । ଏହି ସବୁ ଭିତରେ ଏକ ଫଟୋ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟାକ୍ତି ପାକିସ୍ତାନ ଜର୍ସି ପିନ୍ଧିବାର ନଜର ଆସିଛନ୍ତି । ବିସିସିଆଇର କଡା ନିୟମ ସତ୍ୱେ ପାକିସ୍ତାନ ଜର୍ସିରେ କିପରି ନଜର ଆସିଲେ । ଭାରତରେ ରହି ପାକିସ୍ତାନକୁ କରୁଛନ୍ତି କି ସମର୍ଥନ । ଏନେଇ ଦର୍ଶକଙ୍କ ମନରେ ବହୁ ପ୍ରଶ୍ନ ଉଠୁଛି ।

ବିସିସିଆଇ ନିୟମ ଅନୁସାରେ ପାକିସ୍ତାନର ଖେଳାଳୀଙ୍କ ଚଡା କୌଣସି ଦର୍ଶକ, ଗଣମାଧ୍ୟମ ଭାରତ ଆସିବେ ନାହିଁ ତା ସତ୍ୱେ ପାକିସ୍ତାନ ଜର୍ସିପିନ୍ଧା ଦର୍ଶକ ନଜର ଆସିଛନ୍ତି । ନିକଟରେ ଜଣେ ପାକିସ୍ତାନ ଗଣମାଧ୍ୟମର ସାମ୍ବାଦିକା ଆସିଥିଲେ । ଯାହାକୁ ବିସିଆଇ ଅନୁମତି ନମିଳିବାରୁ ନ୍ୟୁଜ କଭର ନକରି ଫେରି ଯାଇଥିଲେ ।

Related posts

ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଅଧିନାୟକ ଶୁବମନ ଗିଲ୍

ଭାରତଠୁ ହାରିବା ପରେ ପାକିସ୍ତାନକୁ ଝଟକା, ଅନେକ ଖେଳାଳି ଜ୍ୱରରେ ପୀଡିତ

Odisha Sports Bureau

BCCIକୁ ସ୍ପଷ୍ଟିକରଣ ମାଗିଲେ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ !

Odisha Sports Bureau