Cricket

ଶ୍ରୀଲଙ୍କା ସିରିଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବାକୁ ଯାଉଛି ଭାରତ । ତେବେ ହାର୍ଦ୍ଦିକ ଟି-୨୦ରେ ଅଧିନାୟକ ପଦ ସମ୍ଭାଳିବାକୁ ଥିବାବେଳେ ସେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି ଜଣାପଡ଼ିଛି । ତେବେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଖେଳିବେ ନାହିଁ ବୋଲି କହିଛନ୍ତି । ଜୁଲାଇ ୨୭ରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ପ୍ରଥମେ ୩ଟି ଟି-୨୦ ଖେଳିବ ଏବଂ ପରେ ଦିନିକିଆ ସିରିଜ ଖେଳାଯିବ । ୨୦୨୩ ମସିହାରେ ହାର୍ଦ୍ଦିକ ଶେଷ ଦିନିକିଆ ମ୍ୟାଚ ବାଲାଂଦେଶ ବିପକ୍ଷରେ ଖେଳିଥିଲେ । ଦୀର୍ଘଦିନ ଧରି ଦିନିକିଆ ମ୍ୟାଚରୁ ଦୂରେଇ ରହିଥିବାବେଳେ ପାଣ୍ଡ୍ୟାଙ୍କ ପାଇଁ ସୁଯୋଗ ରହିଥିବାବେଳେ ସେ ବିସିସିଆଇକୁ ବ୍ୟକ୍ତିଗଥ କାରଣ ଦର୍ଶାଇ ଖେଳିବେ ନାହିଁ କହିଛନ୍ତି । ଅନ୍ୟପଟେ ଶ୍ରୀଲଙ୍କା ଗସ୍ତ ଲାଗି କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଯେପରି କି ରୋହିତ ଶର୍ମା , ବିରାଟ କୋହଲି, ଜଶପ୍ରୀତ ବୁମରାହ ରହିଛନ୍ତି । ବାକି ଏମାନଙ୍କ ବଦଳରେ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ ବୋଲି କୁହାଉଛି ।

Related posts

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

Odisha Sports Bureau

ଶୁଭେନ୍ଦୁ ସରକାର ଆସୁ ଆସୁ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ…

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା