Cricket

୨୦୨୩ ଦିନିକିଆ ବିଶ୍ୱକପ ପୋଷ୍ଟର ଜାରି କଲା ଆଇସିସି

ଅକ୍ଟୋବର- ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପର ଉତ୍ସାହକୁ ଆହୁରି ବଢାଇ ଦେଇଛି ଆଇସସିସି । ବିଶ୍ୱକପ କ୍ରେଜ ଲୋକଙ୍କ ମଧ୍ୟରେ ସୃଷ୍ଟି କରିବା ପାଇଁ ଆଇସିସି ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ଏଥିପାଇଁ ଆଇସିସି ବିଶ୍ୱକପ ୨୦୨୩ର ପୋଷ୍ଟର ପ୍ରଥମଥର ପାଇଁ ଜାରି କରିଛି ।

Related posts

ପ୍ରଥମ ଟିମ ଭାବେ ପ୍ଲେଅପରେ ଚେନ୍ନାଇ

Odisha Sports Bureau

ମହିଳା ଟ୍ବେଣ୍ଟି-୨୦ ଓଡ଼ିଶାର ଦ୍ବିତୀୟ ବିଜୟ

Odisha Sports Bureau

୩୪୫ରେ ଅଟକିଲା ଭାରତ

Odisha Sports Bureau