Football

ଭାରତ ଓ ଓମାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଡ଼୍ର

(ଓଡିଶା ସ୍ପୋର୍ଟ): ର଼୍ୟାଙ୍କିଙ୍ଗ୍‌ରେ ୯୭ତମ ସ୍ଥାନରେ ରହିଥିବା ବେଳେ ଓମାନ ୮୨ତମ ସ୍ଥାନରେ ରହିଛି। ଫିଫା ଏସିଆନ୍‌ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ ପୂର୍ବରୁ ଏଠାରେ ଭାରତ ଓ ଓମାନ ମଧ୍ୟରେ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ ଗୋଲ ଶୂନ୍ୟଭାବେ ଶେଷ ହୋଇଛି ।

ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲେ। ଭାରତୀୟ ଗୋଲ କିପର ଗୁରପ୍ରୀତ ସିଂ ସାନ୍ଧୁ ଓ ଅମରିନ୍ଦର ସିଂ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ ଡ୍ର ରଖିବା ସହ ଭାରତ ତା’ର ପ୍ରସ୍ତୁତି ଜୋରଦାର କରିଛି।

Related posts

ରୋନାଲ୍ଡୋଙ୍କ ନାଁରେ ଅପୂର୍ବ ରେକର୍ଡ

Odisha Sports Bureau

ଆଜିଠାରୁ ଫିଫା ମହିଳା ଫୁଟବଲ ବିଶ୍ୱକପ

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

Odisha Sports Bureau