Hockey

ଫାଇନାଲରେ ଭାରିତୀୟ ହକି ଦଳ: ଚୀନ ସହ ହେବ ଲଢେଇ

ଏସିଆନ ଚାମ୍ପିଅନ୍ସ ଟ୍ରଫି ୨୦୨୪ର ଫାଇନାଲରେ ଭାରତୀୟ ହକି ଟିମ୍‌ । ସାଉଥ କୋରିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସାଉଥ କୋରିଆକୁ ୪-୧ରେ ହରାଇଛି ଭାରତ । ଏବେ ଭାରତ ଫାଇନାଲରେ ଚୀନକୁ ସାମ୍ନା କରିବ । ସେପଟେ ଚୀନ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଛି । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ବି ଗୋଟିଏ ମ୍ୟାଚ୍‌ ହାରିନାହିଁ । ଭାରତୀୟ ଟିମ୍‌ର ଖେଳାଳି ପ୍ରଥମ କ୍ୱାର୍ଟରରେ ଆକ୍ରାତ୍ମକ ଖେଳ ଖେଳି ଗୋଲ୍‌ କରିଛି । ପ୍ରଥମ କ୍ୱାର୍ଟରରେ ଉତ୍ତମ ସିଂ ଗୋଲ୍‌ କରିଥିଲେ । ସେ ଗୋଲ୍‌ କରି ଭାରତକୁ ୧-୦ରେ ଆଗୁଆ ରହିଥିଲେ ।

Related posts

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

Odisha Sports Bureau

ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଭାରତ ସହ ଜାପାନ ସେମିଫାଇନାଲ

Odisha Sports Bureau

କଂଗ୍ରେସରେ ଯୋଗ ଦେଲେ ହକି ତାରକା

Odisha Sports Bureau