Cricket

ଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳି

୨୦୨୨ରେ ଟିମ ଇଣ୍ଡିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଭାରତୀୟ ଦଳ ଟି-୨୦ ୱାର୍ଲ୍ଡକପର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ପରାସ୍ତର ହୋଇଥିଲା। ତେବେ ଅନେକ ସମୟରେ ଖବର ଆସିଥିଲା କି ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଆହତ ହୋଇଛନ୍ତି, କାହାର ଚିକିତ୍ସା ଚାଲିଛି ତ କାହାକୁ ବିଶ୍ରାମ ପାଇଁ ଡାକ୍ତର କହିଛନ୍ତି।

ଆହତ ହୋଇଥିବା ଖେଳାଳିଙ୍କ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା, ଜସପ୍ରିତ ବୁମରା, ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ଅଛନ୍ତି। ଏହାରି ଭିତରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସିଖବର ରହିଛି। ଏହି ତିନି ଖେଳାଳି ରୋହିତ ଶର୍ମା, ଜସପ୍ରିତ ବୁମରା, ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷରେ ୱାନଡେ ସିରିଜରେ ଟିମକୁ ଫେରି ପାରନ୍ତି ବୋଲି କୁହାଯାଉଛି।

Related posts

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଛି ଶେଷ ଦିନିକିଆ ମ୍ୟାଚ: ଶତକ କଲେ ଶୁବମନ

Odisha Sports Bureau

ଦ୍ୱିତୀୟ ଟି-୨୦ରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ କଡା ଟକ୍କର

Odisha Sports Bureau

ସୁର୍ଯ୍ୟଙ୍କ ପ୍ରଶଂସାରେ ଶତମୂଖ ବ୍ରାଏନ ଲାରା

Odisha Sports Bureau