Cricket

ଆଇପିଏଲରୁ ବିଦାୟ ନେଲେ ମର୍କ୍ସ ଉଡ

ଲକ୍ଷେ୍ନø ସୁପର ଜିଆଣ୍ଟର ଫାଷ୍ଟ ବୋଲର ମର୍କ୍ସ ଉଡ ଖେଳିବେ ନାହିଁ ଆଇପିଏଲ ।ସେ ଜଣେ ଭଲ ସ୍ପିନର ସୁପର ଜିଆଣ୍ଟ ପାଇଁ ୧୧ ୱିକେଟ ନେଇ ଛନ୍ତି । କିଛି ଦିନ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯେଗୁ ୨ଟି ଖେଳର ବଞ୍ଚିତ ହେଇିଛନ୍ତି । ଏବେ ମର୍କ୍ସ ଉଡ ତାଙ୍କ ପତ୍ନୀ ସେମାନଙ୍କର ଦ୍ୱିତୀୟ ସନ୍ତାନ ହେବାକୁ ଯାଉଛି ତେଣୁ ସେ ଘରକୁ ଯିବେ । ମାର୍କ୍ସ ଉଡ ଆଇପିଏ ଶେଷ ପର୍ଯ୍ୟନ୍ତ ଖେଳିବେ ନାହିଁ ।
ଆସ୍ତା ମେ ମାସରେ ୨୩ରୁ ୨୬ ଯାଏ ଆଇପିଏଲରେ ସେମି ଫାଇନାଲ ଖେଳାଯିବ ଓ ମେ ୨୮ ରେ ଫାଇନାଲ ମ୍ୟାଚ ହେବ । ଆଇପିଏଲ ଫାଇନାଲର ଚାରି ଦିନ ପରେ ଇଂଲଣ୍ଡ ମଧ୍ୟ ଲର୍ଡସ୍ ଠାରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଅଫ୍ ଟେଷ୍ଟ ଖେଳିବାର କାର୍ୟ୍ୟକ୍ରମ ରହିଛି।

Related posts

ଭିଭୋ IPL ହେଲା ଟାଟା IPL

Odisha Sports Bureau

ଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱ

Odisha Sports Bureau

କ୍ରିକେଟ ବୋର୍ଡ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀ

Odisha Sports Bureau