Cricket

ଦିଲ୍ଲୀରେ କୌଣସି ମ୍ୟାଚ ଖେଳା ଯିବ ନାହିଁ କୌଣସି ଆଇପିଏଲ ମ୍ୟାଚ

ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ । ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ କେବଳ ଆଇପିଏଲର ୨୧ ଟି ମ୍ୟାଚର କାର୍ଯ୍ୟସୂଚି ଘୋଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ କୌଣସି ମ୍ୟାଚ ଖେଳା ଯିବ ନାହିିଁ । ଦିଲ୍ଲୀ କ୍ୟାପିଟାଲ୍ସର ହୋମ ଗ୍ରାଉଣ୍ଡ ବିଶାଖାପାଟନମ ରହିବ ।
ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବର୍ତ୍ତମନେ କେବଳ ଆଇପିଏଲର ପ୍ରଥମ ୨୧ଟି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚର କାର୍ଯ୍ୟସୂଚିକୁ ବିସିସିଆଇ ଘୋଷଣା କରିଛି । ପ୍ରାୟ ୨୧ଟି ମ୍ୟାଚରେ ୪ଟି ଡବଲ ହେଡର ରହିବ । ଏହି ଅବଧି ମଧ୍ୟରେ ଦିଲ୍ଲୀରେ କୌଣସି ମ୍ୟାଚ ଖେଳାଯିବ ନାହିଁ । ଦିଲ୍ଲୀ ଟିମ ଭାଇଜାଗରେ ଏହାର ଘେରୋଇ ମ୍ୟାଚ ଖେଳିବ ବୋଲି କୁହାଯାଇଛି ।

Related posts

ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ

Odisha Sports Bureau

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

Odisha Sports Bureau

ଆଇପିଏଲ ନିଲାମ ପୂର୍ବରୁ ଶାର୍ଦ୍ଦୁଲ ଠାକୁରଙ୍କ ସମେତ ପାଞ୍ଚ ଖେଳାଳିଙ୍କ ଉପରେ ଝୁଲିଲା ଖଣ୍ଡା; ରିଲିଜ କରିବାକୁ ପ୍ରସ୍ତୁତ ହେଉଛି ଦଳ

Odisha Sports Bureau