Cricket

ଦିଲ୍ଲୀରେ କୌଣସି ମ୍ୟାଚ ଖେଳା ଯିବ ନାହିଁ କୌଣସି ଆଇପିଏଲ ମ୍ୟାଚ

ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ । ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ କେବଳ ଆଇପିଏଲର ୨୧ ଟି ମ୍ୟାଚର କାର୍ଯ୍ୟସୂଚି ଘୋଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ କୌଣସି ମ୍ୟାଚ ଖେଳା ଯିବ ନାହିିଁ । ଦିଲ୍ଲୀ କ୍ୟାପିଟାଲ୍ସର ହୋମ ଗ୍ରାଉଣ୍ଡ ବିଶାଖାପାଟନମ ରହିବ ।
ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବର୍ତ୍ତମନେ କେବଳ ଆଇପିଏଲର ପ୍ରଥମ ୨୧ଟି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚର କାର୍ଯ୍ୟସୂଚିକୁ ବିସିସିଆଇ ଘୋଷଣା କରିଛି । ପ୍ରାୟ ୨୧ଟି ମ୍ୟାଚରେ ୪ଟି ଡବଲ ହେଡର ରହିବ । ଏହି ଅବଧି ମଧ୍ୟରେ ଦିଲ୍ଲୀରେ କୌଣସି ମ୍ୟାଚ ଖେଳାଯିବ ନାହିଁ । ଦିଲ୍ଲୀ ଟିମ ଭାଇଜାଗରେ ଏହାର ଘେରୋଇ ମ୍ୟାଚ ଖେଳିବ ବୋଲି କୁହାଯାଇଛି ।

Related posts

 ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ନେପାଳ ବିଜୟୀ

Odisha Sports Bureau

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଡେଭିଡ ୱାର୍ଣ୍ଣର

ଆରମ୍ଭ ହେଲା ଟିମ୍ ଇଣ୍ଡିଆର ମିଶନ ଇଂଲଣ୍ଡ