More Sports

ଜାତୀୟ ରଗବି ଲାଗିରେ ଓଡ଼ିଶାର ନେତୃତ୍ଵ ନେବେ ହୁପି ମାଝୀ

ଭୁବନେଶ୍ୱର: ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ମହିଳା ରଗ୍ବି ସେଭେନ୍ସ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ କରାଯାଇଛି। ହୁପି ମାଝିଙ୍କ ନେତୃତ୍ବରେ ଓଡ଼ିଶା ଦଳ ଗୁରୁବାର ପୁଣେ ଗସ୍ତ କରିବ। ରଜନୀ ସବର, ପ୍ରଶିକ୍ଷକ, ସୁଧାସିନ୍ଧୁ ସାହୁ, ପ୍ରବନ୍ଧକ ଓ ସୌମ୍ୟଶ୍ରୀ ମିଶ୍ର, ଫିଜିଓ ଦଳ ସହ ପୁଣେ ଯାତ୍ରା କରିବେ। ଓଡ଼ିଶା ଦଳ: ଡୁମୁନି ମାର୍ଣ୍ଡି, ତାରୁଲତା ନାଏକ, ରୀନା ସିଂହ, ଗୀତାରାଣୀ ସାଇ, ପାର୍ବତୀ କୁସ୍କୁ, ମଞ୍ଜୁଲତା ପ୍ରଧାନ, ହୁପି ମାଝି (ଅଧିନାୟିକା), ରଞ୍ଜିତା ନାଏକ, ମାଲିନ ସୟ, ପାର୍ବତୀ ହାଁସ୍ଦା, ନିର୍ମାଲ୍ୟ ରାଉତ, ମାମା ନାଏକ। ଏହି ପ୍ରତିଯୋଗିତା ଚଳିତ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଚାଲିବ।

Related posts

ବାସନ୍ଦ ସତ୍ତେ୍ୱ ଜାତୀୟ ଶିବିରରେ ଜିମ୍ନାଷ୍ଟ ଦୀପା କର୍ମକର

ଆଜିଠାରୁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା

Odisha Sports Bureau

ରୋଲ ମଡେଲଙ୍କୁ ଘାରିଛି ମଡେଲିଂ ନିଶା

Odisha Sports Bureau