Cricket

ବିନା ହେଏମେଟରେ ଖେଳିପାରିବେନି ଖେଳାଳି

କ୍ରିକେଟ ଖେଳକୁ ନେଇ ଆଜି ଠାରୁ ଆଇସିସିର ନୂଆ ନିୟମ ଯାରି । ବିନା ହେଏମେଟରେ ପଡିଆକୁ ଓଲାହିପାରି ବେନି ଖେଳାଳି । ଏଣିକି ସବୁ ଖେଳାଳି ହେଲମେଟି ବିନ୍ଧିବାକୁ ବାଧ୍ୟ ।ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଆନେକ ସମୟରେ ଅନେକ ଖେଳାଳି ବିନା ହେଲମେଟରେ ଖେଳୁଥିବାର ଦେଖାଯାଉଛି ଫଳରେ ବଲ ବାଜି ଅନେକ ଅଘଟଣ ମଧ୍ୟ ଘଟୁଛି ।ତେଣୁ ଖେଳାଳି ମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ । ସେହିପରି ଥାର୍ଡ ଅମ୍ପାୟାରକୁ-ଅମ୍ପୟାର ଦେଉଥିବା ସଫ୍ଟ ସିଗନାଲ ଆଉ ଦେବାକୁ ପଡିବ ନାହିଁ । ଫ୍ରି-ହିଟ ବଲରେ ରନ କରିବାରେ ନିୟମରେ ମଧ୍ୟ ପରବର୍ତ୍ତନ କରିଛି ଆଇସିସି । ଆଜିଠୁ ଲର୍ଡସରେ ଆରମ୍ଭ ହେଉଥିବା ଆୟରଲାଣ୍ଡ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଏସବୁ ନିୟମ ଲାଗୁ ହେବ ।

Related posts

୩ ଟି କାରଣ ପାଇଁ ସିଧାସଳଖ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିପାରେ ଚେନ୍ନାଇ ସୁପର କିଙ୍ଗ୍ସ

Odisha Sports Bureau

ଟ୍ରାଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ୯ୱିକେଟରେ ପରାସ୍ତ କରିଛି

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍

Odisha Sports Bureau