Badminton

ଇତିହାସରେ ପ୍ରମୋଦଙ୍କ ନାଁ

ଜାପାନ: ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ । ପାରାଅଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ବ୍ରିଟେନର ଡାନିଏଲ ବିଠଲଙ୍କୁ ହରାଇ ସେ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି । ପ୍ରଥମ ଓଡିଆ ଆଥଲେଟ ଭାବରେ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲସରେ ବ୍ରିଟେନକୁ ହରାଇ ଭାରତର ଟେକ ରଖିଲେ ଓଡିଆ ପୁଅ ପ୍ରମୋଦ ଭଗତ । ଏହା ଭାରତର ଚତୁର୍ଥ ସ୍ୱର୍ଣ୍ଣ ।

Related posts

ଅଷ୍ଟ୍ରେଲିଆ ଓପନ ବ୍ୟାଡମିଣ୍ଟନ ଟାଇଟଲ ଜିତିଛନ୍ତି ଲକ୍ଷ୍ୟ ସେନ୍

Odisha Sports Bureau

ବ୍ୟାଡମିଣ୍ଟନ ଖେଳକୁ ବାଏ ବାଏ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି

Odisha Sports Bureau

ସାତ୍ୱିକ ଏବଂ ଚିରାଗଙ୍କ ଯୋଡି ଦ୍ୱିତୀୟ ରାଉଣ୍ଡରେ