Badminton

୫୦୦ ମ୍ୟାଚ୍ ବିଜୟ କ୍ଲବରେ ସାମିଲ ହେଲେ ପିଭି ସିନ୍ଧୁ

ଜାକର୍ତ୍ତାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ଼ମିଣ୍ଟନରେ ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ଭାରତର ପିଭି ସିନ୍ଧୁଙ୍କ ସଫଳ କ୍ୟାରିୟରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ସିନ୍ଧୁ ପ୍ରଥମ ଭାରତୀୟ ଭାବେ ମହିଳା ସିଙ୍ଗଲ୍ସରେ ୫୦୦ ମ୍ୟାଚ୍ ଜିତିବାରେ ରେକର୍ଡ଼ ସ୍ଥାପନ କରିଛନ୍ତି । ଏବଂ ବିଶ୍ୱର ଷଷ୍ଠ ମହିଳା ଖେଳାଳି ଭାବେ ସେ ୫୦୦ ମ୍ୟାଚ୍ ବିଜୟ କ୍ଲବରେ ସାମିଲ ହୋଇଛନ୍ତି । ହିଳା ବର୍ଗ ପ୍ରି-କ୍ୱାର୍ଟରରେ ସିନ୍ଧୁ ୨୧-୧୯, ୨୧-୧୮ ଗେମ୍ରେ ଜାର୍ସଫିଲ୍ଡଙ୍କୁ ହରାଇ କ୍ୱାର୍ଟରରେ ସ୍ଥାନ ପକ୍କା କରିଥିଲେ । ସେ କ୍ୱାର୍ଟରରେ ଟପ୍ ସିଡ୍ ଚୀନର ଚେନ୍ ୟୁଫେଇଙ୍କୁ ଭେଟିବେ ।

PV Sindhu set to be a speaker in 23rd edition of Harvard India Conference |  Badminton News - The Indian Express

Related posts

ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁରର ଦ୍ୱତୀୟ ସ୍ଥାନରେ ୧୪ ବର୍ଷ ନାବାଳକ

Odisha Sports Bureau

ସାରଲୋରଲକ୍ସ୍ ଓପନରୁ ବିଦାୟ ନେଲେ ଅଜୟ ଏବଂ ଶୁଭଙ୍କର

Odisha Sports Bureau

‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଭାରତୀୟ ଖେଳାଳିଙ୍କ ଜଲୱା

Odisha Sports Bureau