Cricket

ମଇଦାନରେ ଲମ୍ବା ସଟ ଖେଳିଲେ ରିଷଭ, ଭାଇରାଲ ହେଲା ଭିଡିଓ

ମଇଦାନକୁ ଫେରିଲେ ରିଷବ ପନ୍ଥ । ଆକ୍ସିଡେଣ୍ଟ ପରେ ସେ ବେଡରେ ଥିଲେ । ଆକ୍ସିଡେଣ୍ଟପରେ ଏବେ ପ୍ରଥମ ଥର ମଇଦାନରେ ଦେଖିବାକୁ ମିଳିଛି । ଫୁଲ ଦମରେ ସେ ବ୍ୟାଟିଂ କରିଛନ୍ତି । ପୂର୍ବ ଅପେକ୍ଷା ଏବେ ସେ ବେଷ ଜୋଶରେ ଅଛନ୍ତି । ଲଗାତାର ବଲକୁ ହିଟ କରୁଛି ରିଷଭ । ଏବେ ସେ ସଂମ୍ପୂର୍ଣ୍ଣ ଫିଟ ଅଛନ୍ତି ।

ତେବେ ନିକଯରେ ରିଷବ ବ୍ୟାଟିଂ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଆକ୍ସିଡେଣ୍ଟପରେ ପ୍ରଥମ ଥର ବ୍ୟାଟିଙ୍ଗ କରୁଥିବା ଭିଡିଓ ଭାଇରାଲ ହୋଇଛି । ସେ ଭିଡିଓରେ ରିଷବଙ୍କ ଫ୍ୟାନ ମାନେ ତାଙ୍କୁ ୱେଲକମ୍ ବ୍ୟାକ ଲୋଖିଛନ୍ତି । ଅନେକ ୟୁଜର ରିଷବଙ୍କ କମ୍ ବ୍ୟାକ୍ ନେଇ ଖୁବ୍ ଖୁସି ଅଛନ୍ତି । ଆଉ ରିଷବଙ୍କ ଫ୍ୟାନ୍ମାନେ ତାଙ୍କୁ ଆନ୍ତର୍ଜାତୀୟ ମଇଦାନରେ ଦେଖିବେ ବୋଲି ଆଶା ବାନ୍ଧି ବସିଛନ୍ତି ।

Related posts

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆର ଶେଷ ପ୍ରସ୍ତୁତି

Odisha Sports Bureau

ବିରାଟଙ୍କ ନୂଆ ରେକର୍ଡ଼ ୧୦ ହଜାର ରନ କ୍ଲବ୍ ରେ ସାମିଲ ହେଲେ ବିରାଟ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟି ଟି୨୦ ଏବଂ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau