Cricket

୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ: ରଣଜୀ ଖେଳିବେ ରୋହିତ! ୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା । ତେବେ ମୁମ୍ବାଇ ଟିମରେ ଖେଳିବା ପାଇଁ ନେଟ୍ସରେ ଅଭ୍ୟାସ କରୁଥିବା କୁହାଯାଉଛି । ଖରାପ ଫର୍ମକୁ ନେଇ ବିସିସିଆଇର ତାଗିଦ ପରେ ପ୍ରାକ୍ଟିସ୍ । ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଟେଷ୍ଟରୁ ୩୧ରନ କରି ସମାଲୋଚିତ ହୋଇଛନ୍ତି । ଆସନ୍ତା ୨୩ରେ ଜାମ୍ମୁ-କାଶ୍ମୀର ବିପକ୍ଷରେ ଖେଳିବ ମୁମ୍ବାଇ ।

Related posts

କ୍ରିକେଟ ଫାଇନାଲ ମ୍ୟାଚରେ ଯୋଗଦେଲେ ମନ୍ତ୍ରୀ ଜଗନ୍ନାଥ ଶାରକା

ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜରେ ଅଧିନାୟକ ହେବେ ରୋହିତ ଶର୍ମା; କୋହଲିଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ନିଶ୍ଚିତ

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରହିଛି କେତେ ସମ୍ପତ୍ତି ?