Cricket

ଆଜି ମ୍ୟାଚରେ ପ୍ରଥମକୁ ଭେଟିବ ଦ୍ୱିତୀୟ

ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ ଓ ସୁପର ଜାଏଣ୍ଟମ୍ୟାଚ ସାୱାଇ ମାନସିଂହ ଷ୍ଟାଡିୟମରେ ଦ୍ୱିତୀୟ ଥର ଏହି ଦୁଇଟି ଦଳ ଖେଳିବେ । ଏପର୍ୟ୍ୟନ୍ତ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ଓ ୨ ପରାଜୟ ପାଇଛି ।ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର ଓ ସଂଜୁ ସାମସନଙ୍କୁ ନେଇ ରୟାଲ୍ସ ଆରମ୍ଭରୁ ଦୃଢ଼ ବ୍ୟାଟିଂ ଲାଇନ୍ ରଖିଛି। ବଟଲର ୨୦୪ ରନ୍ ସହ ସର୍ବୋଚ୍ଚ ରନ୍ ହାସଲକାରୀ ଥିଲା ବେଳେ ଜୟସ୍ବାଲ ୧୪୯.୪୫ ଷ୍ଟ୍ରାଇକ୍ରେଟ୍ରେ ୧୩୬ ରନ୍ କରିଛନ୍ତି। ଏହି ଯୋଡ଼ି ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଫଳ ହୋଇଥିଲା ବେଳେ ଅଧିନାୟକ ସାମସନ ୩୨ ବଲ୍ରେ ୬୦ ରନ୍ ଏବଂ ସିମ୍ରନ ହେଟମେୟର ୨୬ ବଲ୍ରେ ୫୬ ରନ୍ କରି ଦଳକୁ ବିଜୟ ଦେଇଥିଲେ।
ଖେଳିବେ । ରାଜସ୍ଥାନ ୫ଟି ମ୍ୟାଚ ଖେଳି ଚାରେଟି ବିଜୟ ୧ଟ ପରାଜୟ ହୋଇଛି ପଏଣ୍ଟ ଟେବୁଲରେ +୧.୩୫୪ରେ ୧ନମ୍ବର ରହିଛି । ସୁପର ଜାଏଣ୍ଟ୫ଟି ଖେଳି ୩ଟି ଜିତିଛି ୨ଟି ପରାଜୟ ହୋଇ ଦ୍ୱତୀୟ ଲିଷ୍ଟରେ +୦.୭୬୧ରେ ରହିଛି ।ସେହିପରି ଚେନ୍ନାଇ ତୃତୀୟ ନମ୍ବରରେ +୦.୨୬୫ରହିଛି ।

 

Related posts

ଫର୍ମରେ ଅଛନ୍ତି ଟିମ୍ ଇଣ୍ଡିଆର ଧ୍ରୁବ ଜୁରେଲ୍

Odisha Sports Bureau

ରଣଜୀ ଲଢେଇ ଗୋଆକୁ ୩୮୮ର ବିଜୟ ଲକ୍ଷ୍ୟ

Odisha Sports Bureau

ପଡିଆ ମଧ୍ୟରେ ଟଳିପଡିଲେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ୍ ଇମାମ

Odisha Sports Bureau