More Sports

ଶେଷ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ

(ଆଦର୍ଶ ରାଉତ) ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଓଡିଶାରେ ଦୁଇ ଦିନ ଧରି ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ଆଜି ଶେଷ ହୋଇଛି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ। ସହ ଖେଳାଳି ଓ ଖଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିଥିଲା ।

ଏହାର ଉଯାପନି ମୃହୁତ ରେ ସୁଇମିଙ୍ଗରେ ଓଲମ୍ପିକରେ ୩ ଥର ଗୋଲ୍ଡ ଜିତିଥିବା ଷ୍ଟେଫେନ୍ ରାଇସି, ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ମହମ୍ମଦ କେଫ ଓ ଆକାଶ ଚୋପ୍ରା, ଜାଭଲିଙ୍ଗ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ମିରାଜ ଚୋପ୍ରା ସମେତ ଅନେକ ନାମୀଦାମୀ ଖେଳାଳୀ ଉପସ୍ଥିତ ରହି ଶେଷ ଅଭିଭାସଣ ଦେଇଥିଲେ ।

Related posts

ରେସଲିଙ୍ଗ ଆସୋସିଏସନର ରାଜ୍ୟ ସ୍ତରୀୟ ମୁକାବିଲା

ଭାରତର ଅଷ୍ଟମ ପଦକ

Odisha Sports Bureau

ପାରା ଅଲିମ୍ପିକକୁ ନିଆରା ଶୁଭେଚ୍ଛା

Odisha Sports Bureau