Cricketମଜବୁତ ସ୍ଥିତିରେ ଭାରତOdisha Sports BureauDecember 30, 2021 by Odisha Sports BureauDecember 30, 20210343 ସେଞ୍ଚୁରିୟନ: ସେଞ୍ଚୁରିୟନରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୯୪ ରନ ସଂଗ୍ରହ କରିଛି ଦକ୍ଷିଣ...
Cricketମ୍ୟାଚର ତୃତୀୟ ଦିନରେ ଭାରତକୁ ଝଟକାOdisha Sports BureauDecember 28, 2021 by Odisha Sports BureauDecember 28, 20210278 ସେଞ୍ଚୁରିୟନ: ସେଞ୍ଚରିୟନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚର ତୃତୀୟ ଦିନରେ ଭାରତକୁ ଲାଗିଛି ଝଟକା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଆହତ ହୋଇଛନ୍ତି ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ...
Cricketଇଣ୍ଡିଆନ କ୍ରିକେଟରେ କୋରୋନାOdisha Sports BureauDecember 28, 2021 by Odisha Sports BureauDecember 28, 20210376 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ପଶିଲା କୋରୋନା । ବିସିସିଆଇ ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଦେଶରେ ମାତ୍ରାଧିକ...
Cricketରାହାଣେଙ୍କ ଫୋକସ ମନ୍ତ୍ରOdisha Sports BureauDecember 27, 2021 by Odisha Sports BureauDecember 27, 20210365 ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଚାଲିଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ମ୍ୟାଚର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ ବିନିମୟରେ ୨୭୨ ରନ ସଂଗ୍ରହ କରିଛି । ଓପନର ତଥା ଦଳର...
Cricketମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକାOdisha Sports BureauDecember 21, 2021 by Odisha Sports BureauDecember 21, 20210297 ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ଶକ୍ତ ଝଟକା । ଆହତ ହୋଇ ଦଳରୁ ବାଦ ପଡିଲେ ଷ୍ଟାର ବୋଲର । ଦ୍ରୁତ ବୋଲର ଏନରିକ ନୋର୍ତୋଜେ ଟେଷ୍ଟ...
Cricketଟେଷ୍ଟ ସିରିଜରେ ଦର୍ଶକଙ୍କୁ ମନାOdisha Sports BureauDecember 20, 2021 by Odisha Sports BureauDecember 20, 20210128 ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । କିନ୍ତୁ ଏହାରି ଭିତରେ ସାରା ବିଶ୍ୱକୁ ଘାରିଛି ଓମିକ୍ରନର ଭୟ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ...
Cricketଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର Odisha Sports BureauDecember 20, 2021 by Odisha Sports BureauDecember 20, 20210221 ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ...
Cricketକ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡOdisha Sports BureauDecember 10, 2021 by Odisha Sports BureauDecember 10, 20210141 ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ...
Cricketରୋହିତଙ୍କ ପ୍ରମୋସନ ବଢାଉଛି କୋହଲୀଙ୍କ ଚିନ୍ତାOdisha Sports BureauDecember 9, 2021 by Odisha Sports BureauDecember 9, 20210263 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ ସହିତ ଦଳରେ ଦୁଇଟି ବଡ ପରିବର୍ତ୍ତନ ଆଣିଛି ବିସିସିଆଇ । ପ୍ରଥମରେ ରୋହିତ ଶର୍ମାଙ୍କୁ ଦଳର ଦିନିକିଆ ଅଧିନାୟକ କରାଯାଇଛି । ସେହିପରି ଟେଷ୍ଟ...
Cricketଦକ୍ଷିଣ ଆଫ୍ରିକା ପାଇଁ ଘୋଷଣା ହେଲା ଭାରତୀୟ ଦଳOdisha Sports BureauDecember 9, 2021 by Odisha Sports BureauDecember 9, 20210337 ନୂଆଦିଲ୍ଲୀ: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ସିରିଜ ପାଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରି ସାରିଥିବା ବେଳେ ଟିମ ଇଣ୍ଡିଆ ଆଜି ଦଳ...