Tag : Bhubaneswar

chess

ଜାତୀୟ ଚେସ୍ ବକ୍ସିଙ୍ଗ ସିନିୟର ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଗୌରବ ଆଣିଲେ ବିଷମକଟକ ଝିଅ ବି.ଭିନୀଲା

Odisha Sports Bureau
ବିଷମକଟକ/ ରବୀନ୍ଦ୍ର କୁମାର ସାହୁ: ପଶ୍ଚିମବଙ୍ଗରେ ଜିତି ନାଁ କଲେ ଓଡ଼ିଆ ଝିଅ ବି.ବୀନିଲା | ପଶ୍ଚିମବଙ୍ଗର ଡ଼ାର୍ଜିଲିଙ୍ଗ ସହର ଠାରେ ଆୟୋଜିତ ଏକାଦଶ ତମ ଜାତୀୟ ସିନିୟର୍ ଚେସ୍ ବକ୍ସିଙ୍ଗ ପ୍ରତିଯୋଗିତାର ୪୮...
Uncategorized

ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀଙ୍କୁ ଦୁଇ ସ୍ୱର୍ଣ୍ଣ

Odisha Sports Bureau
ଭୁବନେଶ୍ୱର : କାନାଡ଼ାରେ ଆୟୋଜିତ ବିଶ୍ୱ ପୁଲିସ ଓ ଫାୟାର କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଚିନ୍ମୟୀ ଭୂୟାଁ ୨ଟି ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା...
Wrestling

ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ଭୁବନେଶ୍ବର: ଗୁଜରାଟ ସ୍ପୋର୍ଟ କ୍ଲବ୍‌ରେ ରବିବାର ଆୟୋଜିତ ମହାସଂଘର ବାର୍ଷିକ ସାଧାରଣ ବୈଠକରେ ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି | ତୁଷାର ଦ୍ବିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ, ପାର୍ଥ ଚକ୍ରବର୍ତ୍ତୀ କୋଷାଧ୍ୟକ୍ଷ...
Cricket

ସୁମନରାଣୀଙ୍କ ହାତ ଧରିଲେ ପୂର୍ବତନ ରଣଜୀ କ୍ରିକେଟର ଧୀରାଜ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ତଥା ବାମହାତୀ ସ୍ପିନର ଧୀରାଜ ସିଂହ ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। ସୋମବାର କଟକ ଚହଟାସ୍ଥିତ ରାମ ମନ୍ଦିରରେ କୁସପଙ୍ଗିସ୍ଥିତ ବିଜୟ କୁମାର ଦାସ ଓ...
Cricket

ଅଟୋଗ୍ରାଫ ଦେଇ ପ୍ରେମରେ ପଡିଥିଲେ ଗାଭାସ୍କର

ସୁନୀଲ ଗାଭାସ୍କାର… ନାଁ ଯେମିତି କ୍ରେଜ ବି ସେମିତି | ତାଙ୍କୁ ପରିଚୟର କୌଣସି ଆବଶ୍ୟକ ନାହିଁ | କ୍ରିକେଟ ଜଗତର ବାଦଶାହା ହେଉଛନ୍ତି ଗାଭାସ୍କର | ଟିମ ଇଣ୍ଡିଆ ପାଇଁ ସେ ହେଉଛନ୍ତି...
Gymnastic

କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ପିଲାଙ୍କୁ ଉତ୍ସାହିତ କଲେ ମିତଲ ଓ ନିପ୍ପନ ଷ୍ଟିଲ ପ୍ଲାଣ୍ଟର ସିଇଓ ଦିଲ୍ଲୀପ ଓମେନ । ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ ହାଇ ପରଫର୍ମାନ୍ସ ସେଂଟରରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀଙ୍କ...
chess

ଜାତୀୟ ମହିଳା ଚେସ୍‌ରେ ୪ ଓଡ଼ିଆ ଖେଳାଳି

ଗୁଜରାଟ : ଗୁଜରାଟରେ ଚାଲିଥିବା ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଚମକ ଜାରି ରଖିଛନ୍ତି। ଷଷ୍ଠ ରାଉଣ୍ଡ ସୁଦ୍ଧା ୪ ଜଣ ଓଡ଼ିଆ ପଦ୍ମିନୀ ରାଉତ, ସାଇନା ସାଲୋନିକା, କିରଣ ମନୀଷା...
volleyball

୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ଓଡିଆ ଖେଳାଳି

Odisha Sports Bureau
ଭୁବନେଶ୍ୱର: ବାହରିନରେ ଆୟୋଜିତ ହେବାକୁ ଥିବା ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ସାମିଲ ହେଲେ ଓଡିଆ ଖେଳାଳି । ଚଳିତ ମାସ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା...
Swimming

ନୀଳାଦ୍ରିବିହାର ହେବ ସ୍ପୋର୍ଟସ୍ ହବ୍‌

ଭୁବନେଶ୍ୱର : ରାଜଧାନୀର ନୀଳାଦ୍ରିବିହାରଠାରେ ନିର୍ମାଣ ହେବ ସନ୍ତରଣାଗାର। ଈଶାନେଶ୍ୱର ମନ୍ଦିର ସମ୍ମୁଖ ଇନ୍‌ଡୋର ଷ୍ଟାଡିୟମ୍‌ ନିକଟରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ସନ୍ତରଣାଗାରରେ ସମସ୍ତ...
Swimming

ଭାରତୀୟ ସନ୍ତରଣ ଦଳରେ ସୃଷ୍ଟି, ପ୍ରତ୍ୟାଶା

ଭୁବନେଶ୍ବ: ଚୀନ୍‌ର ଚେଙ୍ଗଡୁଠାରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଅନୁଷ୍ଠିତ ହେବ। ଏହି କ୍ରୀଡା ଆସନ୍ତା ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ କ୍ରୀଡାବିତମାନେ ଯୋଗଦେବେ |...